-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଡାବୁଗାଁ ରେ ଅଖିଳ ଭାରତୀୟ ଅଲ୍ ଓଡ଼ିଶା ଲେଡିସ ୱର୍କର୍ସ ସଂଘର ବ୍ଲକ ସ୍ତରୀୟ ବୈଠକ

23-Oct-2022



ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର  ସଂକଳ୍ପ ବନ ପରିସରରେ  ଅଖିଳ ଭାରତୀୟ ଅଲ୍ ଓଡ଼ିଶା ଲେଡିସ ୱାର୍କର୍ଷ ସଂଘର ଏକ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି . ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ସଂଘଠନ ର ସମ୍ପାଦିକା ଅଞ୍ଜଳି ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘ ର ସଭ୍ୟା ସବିତା ନାୟକ, ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣି ବିଶ୍ଵାଳ ଓ  ଭାରତୀୟ ମଜଦୂର ସଂଘର ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଶୋଇ ଯୋଗ ଦେଇଥିଲେ . ମୁଖ୍ୟ ଅତିଥି କେନ୍ଦ୍ରୀୟ ସଂଗଠନ ର ସମ୍ପାଦିକା ଅଞ୍ଜଳି ପଟେଲ ଦୀର୍ଘ ବର୍ଷ ଧରି ସରକାରଙ୍କ ନିକଟରେ ଅଙ୍ଗନୱାଡ଼ି ମାନଙ୍କ ବିଭିନ୍ନ ଦାବି

କରାଯାଉଥିଲେ ସୁଦ୍ଧା କର୍ଣ୍ଣପାତ କରୁ ନ ଥିବା ରୁ କ୍ଷୋଭ ପ୍ରକାଶ କରିବା ସହ ଅଙ୍ଗନୱାଡ଼ି ମାନଙ୍କ ନ୍ୟାର୍ଯ୍ୟ ଦାବୀ ପାଇଁ ପୁନର୍ବାର ସରକାରଙ୍କୁ ଚେତାଇ ଦେବା ପାଇଁ କହିଥିଲେ . ଅଙ୍ଗନୱାଡି ମାନେ ୬ ଟି ଲକ୍ଷ ନେଇ କାର୍ଯ୍ୟ ରେ ଭର୍ତ୍ତି ହୋଇଥିଲେ . ସେଥି ମଧ୍ୟରୁ ପରିପୂରକ ପୃଷ୍ଟି ସାଧନ, ପ୍ରତିଷେଧକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ସେବା ,ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା ଓ ଅଣ ଆନୁଷ୍ଠାନିକ ପ୍ରାକ୍ ବିଦ୍ୟାଳୟ ଶିକ୍ଷା . କିନ୍ତୁ ଏହି ୬ ଟି ଲକ୍ଷ୍ୟ ବଦଳରେ ସରକାର ଆମକୁ ସୋପାନ, ମୋବାଇଲ ଆପ ରେ ଅନ୍ ଲାଇନ୍ କାର୍ଯ୍ୟ ସହ ୪୫ ରୁ ଉର୍ଦ୍ଧ ଅତିରିକ୍ତ କାର୍ଯ୍ୟ କରାଉଛନ୍ତି . ସରକାରଙ୍କ ସମସ୍ତ ଯୋଜନା ର କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ଆସୁଛନ୍ତି . ତେବେ ଅଙ୍ଗନୱାଡ଼ି ମାନେ ସରକାରଙ୍କ ନିକଟରେ ଗତ ତିନି ବର୍ଷ ଧରି ଦରମା ବୃଦ୍ଧି, ପ୍ରମୋସନ ଓ ଖାଦ୍ୟ ଟଙ୍କା ବୃଦ୍ଧି ସହ ଅନ୍ୟାନ୍ୟ ଦାବୀ ରଖି ଆସିଥିଲେ ସୁଦ୍ଧା ସରକାର ଆମର ଗୋଟିଏ ବି ଦାବୀ ଆଜି ପର୍ଯ୍ୟନ୍ତ ଶୁଣି ନାହାନ୍ତି . ତେଣୁ ଆଗାମୀ ଦିନରେ ନିଜର

ମୌଳିକ ଅଧିକାର ପାଇଁ ସରକାରଙ୍କୁ ପୁଣି ଘେରିବାକୁ ସମସ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ .  ରାଜ୍ୟ ସଂଘର ସଭ୍ୟା ସବିତା ନାୟକ ବିଗତ ଦୁଇ ବର୍ଷ ର କରୋନା କାଳରେ ମଧ୍ୟ ଅଙ୍ଗନୱାଡ଼ି ମାନେ ନିର୍ଭୀକ ଭାବରେ ସରକାରଙ୍କୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ସୁଦ୍ଧା ଅଙ୍ଗନୱାଡ଼ି ମାନଙ୍କ ଗୁହାରି ଶୁଣୁ ନ ଥିବାରୁ ଏହାର ତୀବ୍ର ବିରୋଧ କରିଥିଲେ .ଦିନକୁ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ଯୋଗୁଁ ଅଙ୍ଗନୱାଡ଼ି ମାନେ  କମ୍ ଦରମାରେ ପରିବାର ଚଳାଇବା କଷ୍ଟ ହୋଇ ପଡ଼ିଛି .   ଆଗାମୀ ଦିନରେ ସରକାର ଯଦି ସର୍ବନିମ୍ନ ମଜୁରୀ ବୃଦ୍ଧି ନ କରନ୍ତି ତା ହେଲେ ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି . ଅନ୍ୟ ମାନଙ୍କ ମଧ୍ୟରେ ସନ୍ଧ୍ୟାରାଣି ପାଢ଼ୀ, ବୈଜୟନ୍ତି ବଇପାରି, ମମତା ସାହୁ, ସବିତା ପଣ୍ଡା, ବ୍ଲକ ର ୨୫୦ ରୁ ଉର୍ଦ୍ଧ ଅଙ୍ଗନୱାଡ଼ି, ସହାୟିକା ଓ ଆଶାକର୍ମୀ ଯୋଗ ଦେଇଥିଲେ l

(ମିହିର ଶଙ୍କର ପାତ୍ର ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like