-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ସମଗ୍ର ପଶ୍ଚିମାଞ୍ଚଳ କୁ ଏକତା ର ସୂତ୍ରରେ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ

17-Oct-2022



ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ) - ମଞ୍ଚର କାର୍ଯ୍ୟକ୍ରମ ସଂଯୋଜକ ଡ.ପ୍ରମୋଦ ରଥ ସ୍ବାଗତ କରିଥିଲେ । ସମ୍ବଲପୁର ଜିଲ୍ଲା ଓକିଲ ସଂଘ  ସଭାପତି ସୁରେଶ୍ଵର ମିଶ୍ର ମାଁ ସମଲେଶ୍ୱରୀଙ୍କ ଠାରେ ଦ୍ବିପ ପ୍ରଜ୍ବଳିତ କରିବା ସହ ଉଦଘାଟନୀ ଭାଷଣ ଦେଇଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି କାର୍ଯ୍ୟକ୍ରମ ର ଲକ୍ଷ ଉଦେଶ୍ଯ ବିଷୟ ରେ ସୁଚନା ଦେଇଥିଲେ । ମଞ୍ଚ ର ଆବାହକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । ଶେଷରେ ପାଙ୍କାଜିନି ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।
      ଆଜିର ଏକତା ସମାବେଶ ରେ ପଶ୍ଚିମାଞ୍ଚଳର ଦଶ ଟି ଜିଲ୍ଲାରୁ ଶତାଧୀକ ସଂଗ୍ରାମୀ ମାନେ  ସାମିଲ ହୋଇ ପଶ୍ଚିମାଞ୍ଚଳ ର ବିକାଶ ପାଇଁ ଜିଲ୍ଲା ମାନଂକ ଏକତା ନିହାତି ଜରୁରୀ ବୋଲି ଏକ ସ୍ବରରେ ମତ ପୋଷଣ କରିଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ ପଶ୍ଚିମାଞ୍ଚଳ ର ଏକତା ପାଇଁ ଗଠନାତ୍ମକ ପ୍ରସ୍ତାବ ଦେବା ସହ ନିଜ ନିଜ ଜିଲ୍ଲାର ସମସ୍ୟା ବିଷୟ ରେ ତଥ୍ଯ ଉପସ୍ଥାପନ କରିଥିଲେ ।

      ଆଜିର ସମାବେଶ ରେବୌଦ୍ଧରୁ ଦେବାଶିଷ ପୁରୋହିତ, କଲାହାଣ୍ଡିରୁ ସୁଶୀଲ କୁମାର ପଣ୍ଡା, ବରଗଡରୁ  ଅବନୀକାନ୍ତ ପଣ୍ଡା, ପ୍ରଶାନ୍ତ ମାଝି, ପ୍ରମୋଦ କୁମାର ଝାଂକର, ବଲାଙ୍ଗିର ରୁ ବିଘ୍ନରାଜ ମୁନା,  ପାଟଣାଗଡ଼ରୁ ଚିନ୍ମୟ ସାହୁ, ଡିଙ୍ଗର କୁମ୍ଭାର, ସୁବର୍ଣ୍ଣପୁରରୁ ମନୋଜ କୁମାର ବାରିକ, ଶ୍ୟାମା ଓମ ପ୍ରସାଦ ମିଶ୍ର, ସଚିଦାନନ୍ଦ ଦାସ, ଅମ୍ବୁଜ ଶତପତି, ଝାରସୁଗୁଡା ରୁ ଜ୍ଞାନ ବ୍ରତ ଭୋଇ, ଆଦିତ୍ୟ ପଧାନ, ଆକାସ କଲେତ,ବିଜୟ ଦାସ, ଆରତି ପଣ୍ଡା, ଝୁନୁ କଠାର, କବିତା ପଣ୍ଡା, ସୁଜାତା ମିଶ୍ର, ଡ ଦ୍ବିବେନ୍ଦୁ ସାହୁ, ସମ୍ବଲପୁରରୁ ପ୍ରଫୁଲ ହୋତା, ସରୋଜ ଦାସ, ରବି ପୁଜାରୀ,ଇନ୍ଦ୍ର ଜିତ ତାଣ୍ଡୀ, ଆନନ୍ଦ ସାଗର ଦାସ,ଜଗଦୀଶ ବିଶ୍ବାଲ, ତେଜରାଜ ପଧାନ, ଅର୍ପନ ଦାସ ନାୟକ, କାର୍ତିକ ବହିଦାର, ଅନ୍ନପୁର୍ଣ୍ଣା ବାରିକ, ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ସାମିଲ ହୋଇ ନିଜର ମତପୋଷଣ କରିଥିଲେ । 
    ସମାବେଶରେ ପଦ୍ମିନୀ ବୈଠାରୁ, ସବିତା ନନ୍ଦ, ପାଙ୍କଜିନି

ବୈଠାରୁ, ତ୍ରୁପ୍ତିମୟୀ ପଣ୍ଡା, ମଂଜୁଲତା ପଣ୍ଡା, ସ୍ବସ୍ତିକା ନାୟକ, ଅଜିତ ରଥ, ସୁବୋଧ ଦୋରା, ଅମିତାଭ ମାଝୀ, ଶଂକର ମେହେର, ଲଲିତ ବେବର୍ତ୍ତା, ସୁରେନ୍ଦ୍ର ବଗର୍ତୀ, ମୁକେଶ ଜରିବାଲ, ଦେବୀ ପ୍ରସାଦ ଭୋଇ, ରାଜେଶ ବେହେରା, ଭୁବନାନନ୍ଦ ଭୋଇ, ରାଜେଶ ସ୍ବାଇଁ, ସନ୍ତୋଷ ବଢାଇ, ଶାଶ୍ବତ ପଣ୍ଡା, ବିପ୍ଳବ ଡନସନା, ହେମକାନ୍ତ ସାହୁ, ମନୋଜ ସାହୁ, ସଂଜୀବ ଠାକୁର, ସବ୍ୟସାଚୀ ମିଶ୍ର, ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like