-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
06-Oct-2022
ବଲାଙ୍ଗୀର, ଆଜି ସକାଳେ ନିଜ ଘର ଛତ ଉପରେ ଦୁଇ ଝିଅ ଖେଳୁଥିବା ସମୟରେ ଅସାବଧାନତା ବସତଃ ଦୁଇ ଝିଅ ଛତ ଉପରୁ ତଳକୁ ଖସିପଡିଥିଲେ । ତେବେ ସୌଭାଗ୍ୟ ବସତଃ ଏହି ଦୁଇ ଭଉଣୀ କୌଣସି ଗୁରୁତର ଆହାତ ହୋଇ ନାହାନ୍ତି । ଏପରି କିଛି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ କୁର୍ଲୁପାଲି ଗାଁ ରେ । ଛତରୁ ପଡି ଆହାତ ହୋଇଥିବା ଦୁଇ ଝିଅ ହେଲେ ଆଦ୍ୟାସା ଭୋଇ(୫) ଟିମା ଦାସ(୧ଠ) ବୋଲି ଜଣାପଡିଛ ି । ଦୁଇ ଝିଅ ବର୍ତ୍ତମାନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରୀ ୱ।।ର୍ଡରେ ଭର୍ତ୍ତି ହୋଇଛନ୍ତି ।