-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
02-Oct-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ )
ନିର୍ବାଚନ କମିଶନଙ୍କ ପକ୍ଷରୁ ଶହେ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କଙ୍କ ଙ୍କୁ ବରିଷ୍ଠ ନାଗରିକ ଭାବେ ଚିନ୍ହଟ କରି ପ୍ରମାଣ ପତ୍ର ଦେବାର ବ୍ୟବସ୍ଥା କରିଛନ୍ତି।ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ସାପଲହରା ର ବିଶ୍ବମ୍ବର ସାହୁ ଓ ଲୟ ସାହୁ, ଭଟାପଲା ର ନିତ୍ୟା ସାହୁ,ସରାବାହାଲି ପୁତନୀ ସାହୁ,ବାଗବୁରେଇ ଗାଁ ର ରାଜନ ନାଗ,ସାନ ଡୁଙ୍ଗୁରିଗୁଡା ଭୂମିସୁତା ବାଗ,ଅବୁଜବାହାଲ ଗାଁ ର ହେମ ସାହୁ ପ୍ରମୁଖ ୭ ଜଣ ବରିଷ୍ଠ ନାଗରିକ ଙ୍କ ଗାଁ କୁ ଯାଇ ବିଡ଼ିଓ ଶିଧେଶ୍ୱର ମେହେର ,ଜିପିଇଓ ଯୁଗଳ କିଶୋର ନାଏକ ଓ ସ୍ଥାନୀୟ ସରପଞ୍ଚ ମାନଙ୍କ ଉପସ୍ଥିତିରେ ପ୍ରମାଣ ପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିବା ଦେଖିବାକୁ ମିଳିଛି।