-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ବିଜେପୁର ରେ ମାଁ ଙ୍କ ଚନ୍ଦ୍ରଘଣ୍ଟା ବେଶ

28-Sep-2022



ବରଗଡ:-ବରଗଡ ଜିଲ୍ଲା ବିଜେପୁର ସ୍ଥିତ ସମେଲେଶ୍ୱରୀ ମନ୍ଦିର ଠାରେ ମାଁ ସମଲେଶ୍ୱରୀ ଙ୍କ ଚନ୍ଦ୍ରଘଣ୍ଟା ବେଶ ଆଶ୍ୱିନ ମାସ ତୃତୀୟା  ଦିବସେ ପୂଜାଅର୍ଚ୍ଚନା ସୁଚାରୁଋପେ ସମ୍ପାଦିତ ହୋଇଛି । କର୍ତ୍ତା ଭାବରେ ଶ୍ରୀମାନ ସିର୍ଦ୍ଧାର୍ଥ କୁମାର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତି ବୃନ୍ଦାବତୀ ସାହୁ ଯଥା-ରିତିନିତି ଅନୁଯାୟୀ ସକାଳ ୭ ଘଟିକା ରୁ ଚନ୍ଦ୍ରଘଣ୍ଟା ବେଶ ର ପୂଜାକାର୍ଯ୍ୟ ତୁଲାଇଥିବା ବେଳେ,ପୂଜାର୍ଚ୍ଚନା ମୁଖ୍ୟ ରାଜପୁରୋହିତ ଶ୍ରୀମାନ କିଶୋର ଚନ୍ଦ୍ର ପୂଜାରୀ ଏବଂ ସହ ପୁରୋହିତ ମଣ୍ଟୁ ସାବତ,ପ୍ରଦୀପ ପାଣିଗ୍ରାହୀ ଯଥା ରିତି-ନିତି ଅନୁଯାୟୀ ନିଷ୍ଠାପର ଭାବେ ସପ୍ତ ସତିଚଣ୍ଟି ପାଠ ଓ ହବନ  ନିଷ୍ଠାପର ଭାବେ ସମ୍ପର୍ଣ୍ଣ କରିଥିଲେ ।ତୁଳସୀ ରାମ ଭୋଇ ତତ୍ୱାବଧାନ ରେ ଗୁଣନିଧି ବାଗ,ସର୍ଜନ ଚିରଗୁନ ବରଗଡ ଜିଲ୍ଲା ଯାଦବ ଯୁବ ସଭାପତି,ପ୍ରହଲ୍ଲାଦ ଭୁଏ,ଭାଗବତ ଦାଶ(ସୁପକାର),ଧୁବା ସାହା,କୈଳାସ ବାଗ,ପ୍ରଭାକର ଅତବରା,ଚୁଡାମଣୀ ବଗାର,ମୋହନ ନାଏକ ପ୍ରମୁଖ ସହଯୋଗ  କରିଚାଲିଥିବାବେଳେ, ମାଁ ଙ୍କ ପାଖରେ ଆଳତୀ ଓ ପୁଷ୍ପାଞ୍ଜଳୀ ଅର୍ପଣ  କରାଯାଇଥିଲା । ଠିକ ସେଭଳି ବିଜେପୁର ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ ମୁଖର ହୋଇପଡିଛି ।ଧୂପଗୁଗୁଲ ର ସୁବାସିତ ବାସ୍ନା ରେ ମେଢ଼ ତମାମ ଖୁବ ସୁନ୍ଦର ପରିବେଶ ମଧ୍ୟରେ ପୁରୋହିତ ଙ୍କ ବେଦମନ୍ତ୍ର ପାଠ ରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟି ଯେମିତି ଲାଗୁଛି ଦେବୀ ମାଁ ଦୁର୍ଗା ମର୍ତ୍ତ୍ୟ କୁ ଆଗମନ କରିଛନ୍ତି ।ବିଜେପୁର ଜମିଦାର ଶ୍ରୀମାନ ସନତ କୁମାର ଗଡତୀୟା କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରି ଚାଲିଥିବାବେଳେ,ପୁସ୍ତକାଚାର୍ଯ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାପାତ୍ର,ଚଣ୍ଡୀ ପାଠକ ଶ୍ରୀଯୁକ୍ତ ଦେବରାଜ ରଥ ପୂଜାକାର୍ଯ୍ୟ ସୁ-ଚାରୁଋପେ ସମ୍ପାଦନ କରିଚାଲିଛନ୍ତି ।ସର୍ବଶ୍ରୀ ଦୁର୍ଗାପ୍ରସାଦ ମିଶ୍ର,ଅଶ୍ୱିନୀ ଦାଶ,ନେପାଳ ଗୁରୁ ସହ ପୁରୋହିତ ଭାବେ ପୂଜା କାର୍ଯ୍ୟରେ ଜଡ଼ିତ ହୋଇ ସହଯୋଗ କରି ଚାଲିଛନ୍ତି ।ଦୁର୍ଗାପୂଜା କମିଟି ର ସଭାପତି ଜମିଦାର ଶ୍ରୀମାନ ଗଡତୀୟା ରହିଥିବାବେଳେ,ସମ୍ପାଦକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଣିଗ୍ରାହୀ,କୋଷାଧ୍ୟକ୍ଷ ଭାବେ ବଳଭଦ୍ର ପଧାନ,ସଦସ୍ୟ:-ଇଞ୍ଜିନିୟର ମନୋଜ ପଣ୍ଡା,ସରୋଜ ସାହୁ,ହୃଷିକେଶ ମେହେର,ସାମ୍ବାଦିକ ପାଣ୍ଡବ ପଧାନ,ରଜନୀକାନ୍ତ ଗଡତୀୟା,ଡାକ୍ତର ସୁଧିର ସାହୁ,ବିଜେ ଭୋଇ ପ୍ରମୁଖ ଆନ୍ତରିକତା ର ସହ କିଭଳି ଦଶହରା ଭଲଭାବରେ ସମାହିତ ହେବ ସେନେଇ ବେଶ ଯତ୍ନବାନ ଅଛନ୍ତି ।ଆଜି ମାଁ ଦୁର୍ଗା ଚନ୍ଦ୍ରଘଣ୍ଟା ବେଶରେ ପୂଜା ପାଉଥିବାବେଳେ,ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟସ୍ଥ ମାଁ ତାରିଣୀ ପୀଠରେ ମାଁ ତାରିଣୀ ଚନ୍ଦ୍ରଘଣ୍ଟା ବେଶରେ ପୂଜା ପାଉଛନ୍ତି ।କର୍ତ୍ତା ଭାବେ ବାଳକୃଷ୍ଣ ସେନାପତି ଏବଂ ତାଙ୍କ ଧର୍ମପତ୍ନୀ ସୈାଦାମିନୀ ସେନାପତି,ସୁଦାମ ଖରସଲ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ପଦ୍ମଚରଣ ରାଏ ଆରାଧ୍ୟ ଦେବୀ ମାଁ ଙ୍କ ପୂଜା ସମ୍ପାଦନ କରିଚାଲିଛନ୍ତି ।ଚତୁର୍ଥୀ ରୁ ଷଷ୍ଠୀ ପର୍ଯ୍ୟନ୍ତ ସଂଧ୍ୟାରେ ଶ୍ରୀକ୍ଷେତ୍ର ପୁରୀ ର ପ୍ରବଚିକା ସରୋଜିନୀ ଦେବୀ ଙ୍କ ପ୍ରବଚନ କାର୍ଯ୍ୟକ୍ରମ ଓ ସପ୍ତମୀ ରୁ ଦଶମୀ ପର୍ଯ୍ୟନ୍ତ ବିଶିଷ୍ଟ କଳାକାର ମହାରାଜ ଗୋଲାପ ଦାସ ଙ୍କ ଟିମ ସହ ଆଂଶିକ ରାମାୟଣ ଅଭିନୟ ଓ ରାବଣ ଦରବାର ଅନୁଷ୍ଠିତ ହେବ ।ଦଶମୀ ସଂଧ୍ୟାରେ ରାବଣ ପୋଡି କାର୍ଯ୍ୟକ୍ରମ ଓ ଅନ୍ନଭୋଗ ପ୍ରସାଦ ବଣ୍ଟନ ସମେତ ବିଭିନ୍ନ ରାତ୍ର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ତଥା ଭଜନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like