-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଳକ ଅନ୍ତର୍ଗତ ବାଉଁଶୁଣି ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କୁ ନର୍ସିଂଙ୍ଗ ପାଠ ସମନ୍ଧେ ପ୍ରଶିକ୍ଷଣ ଦିଆଯାଇଥିଲା ଅଧ୍ୟକ୍ଷ ବନବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଲମ କୁମାର ନାଏକ ନର୍ସିଂ ପାଠ୍ୟକ୍ରମରେ ନିଜର କ୍ୟାରିଅର କିପରି ଗଠନ କରିବେ ସେଦିଗରେ କହିଥିଲେ ଏଥିରେ ଅଧ୍ୟାପକ ରାଜେଶ ପଟ୍ଟନାୟକ,ସିବଦତ୍ତ ପଣ୍ଡା,ଶାନ୍ତନୁ ସାହୁ ଉପସ୍ଥିତ ଥିବା ବେଳେ ଶେଷରେ ଛାତ୍ରୀ ସୁନୀତା ମଲ୍ଲିକ ତାଙ୍କ ସୁମଧୁର କଣ୍ଠରେ ଗୀତ ଗାଇ ଧନ୍ୟବାଦ ଅର୍ପଣ କରିଥିଲେ ।