-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Sep-2022
ବଲାଙ୍ଗୀର:- ଗତ ରାତି ୯ ଟା ବେଳେ ଡି ଏଫ୍ ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜ ଷ୍ଟାଫ୍ ଫରେଷ୍ଟର ବ୍ୟାସଦେବ ସାହୁ,ରାମଚନ୍ଦ୍ର ନାଏକ,ଫରେଷ୍ଟ ଗାର୍ଡ ବସନ୍ତ ମହାକୁର,ଜ୍ୟୋତି ରଞ୍ଜନ ବଗର୍ତ୍ତି, ପାରା ଷ୍ଟାଫ୍ ସଞ୍ଜୀବ ପୋଢ଼
ଏବଂ ଶତ୍ରୁଘନ ବଗର୍ତ୍ତି ଚୋରକଠା ଚାଲାଣ ହେଉଥିବା ସ୍ଥାନକୁ ଯାଇ ଜବତ କରିଥିଲେ । ସୂଚନା ଅନୁସାରେ ଗତକାଲି ରାତି ୯ ଟା ବେଳେ ନାଇଟ petroling ସମୟରେ ୨୪ ଗଣ୍ଡୀ ଶାଲ କାଠ ମହିନ୍ଦ୍ର ଟ୍ରାକ୍ଟର ନମ୍ବର ଓଡ଼ି ୦୩ -୫୫୨୯ ଗାଡ଼ିରେ ହରିପାଲି ରୁ ଚନ୍ଦନଭାଟି ଆସୁଥିବା ବେଳେ ଦୂଆନପାଲି ଗ୍ରାମ ନିକଟରେ ଧରାପଡ଼ିଥିଲା । ଗାଡ଼ିର ଡ଼୍ରାଇଭର ଏବଂ ମାଲିକ ଫେରାର ହୋଇଯାଇଥିଲେ । ଗାଡ଼ି କୁ ବଲାଙ୍ଗୀର ରେଞ୍ଜ ଅଫିସ କୁ ଆଣି ତଦନ୍ତ ଚାଲିଛି ।