-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Sep-2022
ବୌଦ୍ଧ(ହୃଦାନନ୍ଦ ମେହେର) -ବୌଦ୍ଧ ଜିଲ୍ଲା କଣ୍ଟlମାଳ ନିର୍ବାଚନ ମଣ୍ଡଳୀ ର 5t ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର
ନବମଶ୍ରେଣୀର ଛାତ୍ର ଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି!କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କ ତୈଳ ଫୋଟୋ ଚିତ୍ର ଅଙ୍କିଛନ୍ତି!ଏହି ଖବର ପ୍ରସାର ପରେ କଣ୍ଟlମାଳ ବିଧାୟକ ମହୀଧର ରଣା ଏବଂ ମନମୁଣ୍ଡା ର ସମାଜସେବୀ ପ୍ରକାଶ ମେହେର କୁନି ପ୍ରତିଭା ଛାତ୍ର ଙ୍କ ବିକଶିତ ପ୍ରତିଭା କୁ ଶୁଭେଚ୍ଛା ଜଣାଇଛନ୍ତି।