-+91-9937148622 |

prerana_bgr@rediffmail.com |

  Tuesday 21st April 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||      ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   (20-Apr-2026)       ||     

HOME   ଜିଲ୍ଲା

ଜ଼ିଲ୍ଲା ପ୍ରଶାସନର ନ୍ୟା୍ୟୋଚିତ ପଦକ୍ଷେପ ଆଗରେ ମୁଣ୍ଡ ନୁଆଇଁଲେ ରୟତ ପ୍ରଜା ପେଟ୍ରୋଲ ପମ୍ପ ମାଲିକ

22-Sep-2022



 ସୁବର୍ଣ୍ଣପୁର-   ଅତି ମନ୍ଥର ଗତି ରେ ଚାଲି ଆସିଥିବା ମହାନଦୀ ରୁ କୁଞ୍ଜ ଛକ ଯାଏ  ନିର୍ମାଣ ହେବାକୁ ଥିବା ସହରର ବହୁ ପ୍ରତୀକ୍ଷିତ ଅଧ ପନ୍ତରିଆ  ଫୋର ଲେନ ପ୍ରୋଜେକ୍ଟ ବା ରାସ୍ତା କାର୍ଯ୍ୟ ଗତ କାଲି  ୨୧ ତାରିଖ ଠାରୁ ଜ଼ିଲ୍ଲା ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତି ରେ କଡା ପୋଲିସ ସୁରକ୍ଷା ସହିତ କ୍ଷିପ୍ର ଗତି ରେ ଆରମ୍ଭ ହୋଇଛି l ହେଲେ ରାସ୍ତା କାର୍ଯ୍ୟ ନିର୍ମାଣ ସଂସ୍ଥା ଆରମ୍ଭ କରିବା ବେଳକୁ ରାସ୍ତା ନିର୍ମାଣକୁ କିଛି ଲୋକ ପ୍ରତିବାଦ କରୁଛନ୍ତି l ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ନ ହେବା ପରେ କାହିଁକି ରାସ୍ତା ନିର୍ମାଣ ଚାଲିଛି ବୋଲି କିଛି ରୟତ ପ୍ରଜା କାର୍ଯ୍ୟ ବନ୍ଦ କରିବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି  ।ତେବେ  ଗତ କାଲି କିଛି ମନ୍ଦିର ସେବାୟତ, ଆଜି  ଜଣେ ପେଟ୍ରୋଲ ପମ୍ପ ମାଲିକ ଓ ରୟତ ପ୍ରଜାଙ୍କ ପ୍ରତିବାଦ ଯୋଗୁଁ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା l ଯା ଫଳରେ କି ସୁବର୍ଣ୍ଣପୁର ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ଏସ୍ଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ, ଆଇ ଆଇ ସି  କୃଷ୍ଣ ଚନ୍ଦ୍ର ମେହେର,  ଘଟଣା ସ୍ଥଳ ରେ ପହଞ୍ଚି  ରୟତ ପ୍ରଜା, ଓ ସେବାୟତ ମାନଙ୍କୁ  ବୁଝା ସୁଝା କରି  ଏ ପରିସ୍ଥିତିର ଦୃଢ଼ ମୁକାବିଲା କରିଥିଲେ l ଓ ଜ଼ିଲ୍ଲା ପ୍ରଶାସନ କୁ ସହଯୋଗ କରିବା ପାଇଁ କହିଥିଲେ l ରୟତ ପ୍ରଜାମାନେ ଓ କିଛି ମନ୍ଦିର ସେବାୟତ  ଅଧିଗ୍ରହଣ କରାଯାଇଥିବା ଜମିର ପ୍ରାପ୍ର୍ୟ ପାଇ ନ ଥିବା ବିଷୟ ଜ଼ିଲ୍ଲାପାଳ ଙ୍କୁ  ଅଭିଯୋଗ କରିଥିଲେ l ତେବେ ଘଟଣାସ୍ଥଳକୁ ଜମି ଅଧିଗ୍ରହଣ ଅଧିକାରୀ ପହଂଚି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।ସେହିପରି ଅପ୍ରିତିକର ପରିସ୍ଥିତିରର ମୁକାବିଲା କରିବାକୁ ଜିଲ୍ଲା ପୋଲିସକୁ ଅନୁରୋଧ କରିଛନ୍ତି ।  ସରକାରୀ ଆଇନ ଅନୁଯାୟୀ ଜମି

ଅଧିଗ୍ରହଣ କରାଯାଇଛି ବୋଲି ଜମି ଅଧିଗ୍ରହଣ ଅଧିକାରୀ କହି ଛନ୍ତି  l ରାଷ୍ଟ୍ର ର ବିକାଶ ରେ ବ୍ୟକ୍ତି ର ବିକାଶ l ରାଷ୍ଟ୍ର ଓ ସମାଜ ବଞ୍ଚିଲେ  ବ୍ୟକ୍ତି ବଂଚିବ l ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ସ୍ୱୀକୃତି ପାଇବ l ନିଜ ମା ମାଟି ସ୍ୱାର୍ଥ ହେଉ କି ରାଷ୍ଟ୍ର ର ସ୍ୱାର୍ଥ ତା ଆଗରେ ବ୍ୟକ୍ତିଗତ ସ୍ୱାର୍ଥ କୁ ସରେଣ୍ଡର କରିବା ହେଉଛି ମହାନତା ର ପରିଚୟ l ଆଉ ନିଜର ରୟତି ଜମି ମଧ୍ୟ ରାଷ୍ଟ୍ର ର ସମ୍ପତ୍ତି ବୋଲି ଆମେ କେହି ଭୁଲିଯିବା ଉଚିତ ନୁହେଁ ବୋଲି ସହର ର କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି l ଏବଂ ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ର ଏଇ କଡା ପଦକ୍ଷେପ ଯୋଗୁଁ  ଦୀର୍ଘ ବର୍ଷ ର ସ୍ବପ୍ନ ପୁରା ହୋଇ ଥିବାରୁ ଆଜି ସହର ତଥା ଜ଼ିଲ୍ଲା ବାସୀ  ପ୍ରଶାସନ କୁ ଊଚ୍ଚ ପ୍ରଶଂସା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026
  ଜିଲ୍ଲା  
ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   21-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ   21-Apr-2026
  ଜିଲ୍ଲା  
ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ   21-Apr-2026
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
  ଜିଲ୍ଲା  
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026
  ଜିଲ୍ଲା  
*କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   20-Apr-2026
  ଜିଲ୍ଲା  
ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   20-Apr-2026

You Might Also Like