-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
21-Sep-2022
ବଲାଙ୍ଗୀର, ଆଜି ସଂଧ୍ୟାରେ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ସାଏ ବିଉଟି ଏକାଡେମୀ ପକ୍ଷରୁ ପ୍ରଥମ ଇଂଟର ବିୟୁଟି ମେକ୍ଅପ୍ କଂପିଟିସନ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଛୋଟ ଛୋଟ ଶିଶୁ ଓ ମହିଳା ମାନଙ୍କୁ ନେଇ ଏକ ଫେନ୍ସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳା ଓ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏପରି ଏକ ନିଆରା କାର୍ଯ୍ୟକ୍ରମ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶିଶୁ , ମହିଳା ଓ ମେକ୍ଅପ୍ ଆର୍ଟଷ୍ଟ ମାନେ ଭାଗ ନେଇଥିଲେ । ଫେନ୍ସି ପ୍ରତିଯୋଗିତାରେ ବିଚାରକ ଭାବରେ ସନ୍ତୋଷୀ ମେହେର ଯୋଗ ଦେଇଥିଲେ ।