-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜ଼ିଲ୍ଲା ଟ୍ରାକ୍ଟର ମାଲିକ ସଂଘର ଆନ୍ଦୋଳନ ତୃତୀୟ ଦିନ ରେ- ଗତ ରାତିରେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ୩ ହାୱାଇ ଜବତ - ୧୮ ଘଣ୍ଟା ଯାଏ ଗାଡି କାଗଜ ପତ୍ର ଯାଞ୍ଚ କରିନି ପ୍ରଶାସନ- କାହା ଚାପରେ ଅଡୁଆରେ ପଡିନି ତ ପ୍ରଶାସନ ?

15-Sep-2022



ସୁବର୍ଣ୍ଣପୁର-  ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକ ମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନ ରେ ପହଁଚିଛି  । ଗତ କାଲି ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ଏହା ସହିତ ଗତ କାଲି ଠାରୁ ସହରରେ ଚାଲୁଥିବା ଟ୍ରାକ୍ଟରଗୁଡିକ ବନ୍ଦ କରି ଦିଆଯାଇଛି । ସହରରେ ଘରୋଇ ଓ ସରକାରୀ ନିର୍ମାଣ ପାଇଁ ଟ୍ରାକ୍ଟର ଗୁଡିକ ବାଲି,ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଛନ୍ତି  । ହେଲେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହେଉଛି  ।ସରକାରୀ ବାଲି ଘାଟରୁ ବାଲି ଆଣିଲେ ବି ଘାଟ ଠିକାଦାର ରୟାଲଟି ଟଂକା ଆଦାୟ କରି ଆବଶ୍ୟକ ପରିବହନ ଅନୁମତି ଫର୍ମ ଓ ରୟାଲଟି ରସିଦ ଦେଉନାହିଁ  । ସେପଟେ ବେଆଇନ ଓ ଚୋରୀ ବାଲି ନାଁରେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମନଇଛା ଫାଇନ ଆଦାୟ କରୁଛନ୍ତି  ।ଘାଟ ଠିକାଦାର ରସିଦ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି  । ଗୋଟାଏ ପଟେ  କୋଟି କୋଟି ଟଙ୍କା  ବ୍ୟାଙ୍କ ଋଣ କରି ବେକାରୀ ଯୁବକ ବା  ନିରୀହ ଟ୍ରାକ୍ଟର ମାଲିକ( ବ୍ୟବସାୟୀ ) ମାନଙ୍କ ଉପରେ ପ୍ରଶାସନ ଜୁଲୁମ କରିଆସୁଥିବା ବେଳେ ଅନ୍ୟ ପଟେ କିନ୍ତୁ ପାଖ ଆଖ ଜ଼ିଲ୍ଲା ର ବଡ଼ ବଡ଼ ପ୍ରଭାବ ଶାଳୀ ବ୍ୟକ୍ତି  ନେତା ମନ୍ତ୍ରୀଙ୍କ ଚୋରା ବାଲି  ଲୋଡିଙ୍ଗ ଶହ ଶହ  ହାୱାଇ ଗାଡିକୁ ପ୍ରତିଦିନ ରାତି ରେ  ଛାଡି ଦେଇ ଏମାନଙ୍କ ସହିତ ପ୍ରଶାସନ  ସଲା ସୁତୁରା କରିଥିବା ଅଭିଯୋଗ ହେଉଛି l ଯାହାର ପ୍ରମାଣ ହେଲା କାଲି ରାତିରେ ପାଖ ଜ଼ିଲ୍ଲା ର  କୌଣସି ଏକ ମନ୍ତ୍ରୀଙ୍କ ଯେଉଁ  ତିନୋଟି ହାୱାଇ ଗାଡି କୁ ପବ୍ଲିକ ସହିତ ଟ୍ରାକ୍ଟର ସଂଘ ବୁଢା ରାଜା ଛକ ରେ ଧରି  ଜ଼ିଲ୍ଲା ପ୍ରଶାସନ କୁ ହସ୍ତାନ୍ତର କରିଛି  ବୋଲି ଆଲୋଚନା ହେଉଛି l  ଏ ହାୱାଇ ଗାଡି ମାଲିକଙ୍କ ବିରୁଦ୍ଧରେ କେତେ ଫାଇନ ଓ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଏବେ ରୋଚକ ଖବର ହେଇଛି l ଏବଂ ବାହାର ବାଲି ଚୋରା ଗାଡି କୁ କଡା କଡ଼ି ଭାବେ ଧର ପଗଡ଼ କରି ତୁରନ୍ତ ସ୍ଥାନୀୟ  ଟ୍ରାକ୍ଟର ମାଲିକ ସଂଘ ର ଦାବୀ ସମାଧାନ ନ କଲେ ଓ ପେଟ ପାଟଣା ଉପରେ ହକ ଉପରେ ବାଧା ଦେଲେ ଏଇ ଟ୍ରାକ୍ଟର ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି l ଆମେ ଗାଡି

କାଗଜ ପତ୍ର ଯାଞ୍ଚ କରି ଡିଆଇ ପିଆରଓ ଙ୍କ ଜରିଆରେ ସାମ୍ବାଦିକଙ୍କୁ ସୂଚନା ଦେବୁ ବୋଲି ସକାଳ ୧୧ ରେ କିଛି  ଗଣ ମାଧ୍ୟମ ଙ୍କୁ ତହସିଲଦାର ଶ୍ରୀ ନବୀନ ପାଢ଼ୀ  ପ୍ରକାଶ କରିଥିଲେ l ଏବଂ ରାତା ରାତି ବଡ଼ବଡ଼ିଆ ଲୋକଙ୍କ ଚୋରା ଚାଲାଣ  ବାଲି ଗାଡି ଜାଣି ଶୁଣି ଛାଡୁ ଥିବାର  ବିଷୟ ପବ୍ଲିକର ଅଭିଯୋଗ ହେଉଥିବା ମିଡ଼ିଆଙ୍କ ପ୍ରଶ୍ନ ରେ ଉତ୍ତର ରଖି "ମୋତେ ଯଦି ପୋଲିସ ଫୋର୍ସ  ର ସୁରକ୍ଷା ଦିଆଯିବ ତାହେଲେ ୨୪ ଘଣ୍ଟା ଗାଡି ଯାଞ୍ଚ କରିବି ଆଉ ସହର ବାହାର କୌଣସି ଗାଡି କୁ ଛାଡ଼ିବିନି  ଆଉ ଯାହା ସ୍ୱାର୍ଥ ରେ ଆଞ୍ଚ ଆସିବ ସେମାନେ ଆନ୍ଦୋଳନ କରିବେ ସ୍ୱାଭାବିକ ବୋଲି କହିଥିଲେ l ଏବଂ ଟ୍ରାକ୍ଟର ସଂଘର ଦାବୀ ସମାଧାନ ଦିଗରେ ଏ ଯାଏ ପ୍ରଶାସନ ଗୁରୁତର ସହିତ ବିଚାର ବିମର୍ଶ କରିନି ବୋଲି କହିଥିଲେ l ଯାହାକି ତାଙ୍କ ହାବ ଭାବ ରୁ ପ୍ରଶାସନର କିଛି ଦୁର୍ବଳତା ଓ ଅଡୁଆରେ ଥିବା  ବିଷୟ ବାରି ହୋଇ ପଡୁଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like