-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଧାମନଡଙ୍ଗାର ରବି ସୁନାଙ୍କ ଗଳିତଶବ ଉଦ୍ଧାର ମାମଲା : ହତ୍ୟା ନା ଆତ୍ମହତ୍ୟା ? ଏହାପଛରେ କୋର୍ଟରେ ବିଚାରାଧୀନ ଜମି ହଡପ ମାମଲା କାରଣ ନୁହେଁ ତ ?

11-Sep-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ ୮ ତାରିଖରେ କଣ୍ଟାବାଞ୍ଜି ପୁଲିସ୍ କଣ୍ଟାବାଞ୍ଜି-ବଙ୍ଗମୁଣ୍ଡା ମୁଖ୍ୟରାସ୍ତାର ଧାମନଡଙ୍ଗାଗ୍ରାମର ରବି ସୁନା (୫୦)ଙ୍କର ଗଳିତ ମୃତଦେହକୁ ତାଙ୍କ କ୍ଷେତର ତାଙ୍କ ମାଆ ଓ ପତ୍ନୀଙ୍କର ସମାଧୀ ନିକଟରୁ ଏକ ପରିତ୍ୟକ୍ତ ଝୋପଡି ଭିତରେ ବଢିଥିବା ଛୋଟ ଚାକୁଣ୍ଡାଗଛର କଅଁଳିଆ ଡାଳରେ ବେକରେ ଗାମୁଛା ବନ୍ଧାଯାଇ ପାଦତଳେ ଲାଗିଥିବା ଓ ଠିଆହେଇ ଝୁଲାଯାଇଥିବା  ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି । ପାରିପାର୍ଶ୍ବିକ ଅବସ୍ଥା ଓ  ପୂର୍ବରୁ ସ୍ଥାନୀୟ କୋର୍ଟରେ ଚାଲିଥିବା ତାଙ୍କର ଏକ ଜମିଜମା ହଡପ ସମ୍ବନ୍ଧୀୟ ସିଭିଲ୍ ମାମଲା ରହିଥିବା ଯୋଗୁଁ ଏହା ଆତ୍ମହତ୍ୟା କମ୍ ଓ ବେଶିଭାଗ ହତ୍ୟାକାଣ୍ଡ ହେଇପାରେ ବୋଲି ତାଙ୍କ ବଡଭାଇ ଅକ୍ଷୟ ସୁନା ତଥା ପରିବାର ପକ୍ଷରୁ ସନ୍ଦେହମୂଳକ ଅଭିଯୋଗ ପ୍ରକାଶ ପାଇଛି । 

ଉଲ୍ଲେଖନୀୟ ଯେ  ଅଭିଯୋଗ ଅନୁଯାୟୀ ,କିଛିବର୍ଷ ଆଗରୁ କଣ୍ଟାବାଞ୍ଜିର କେତେକ ଅଣଓଡିଆ ଲୋକେ ରବିକୁ ଫୁସୁଲାଇ ମଦଫଦ ପିଆଇ ଜଣେ ଓକିଲ ଜରିଆରେ କିଛି ଜମି କିଣି ରେଜିଷ୍ଟ୍ରି କରି ନେଇଥିଲେ । ପରେ ସେମାନେ ଚଞ୍ଚକତା କରି ୫ ଏକରରୁ ଅଧିକ ଅଧିକ ଜମି ଠକି ନେଇଥିବା ଓ ସେମାନେ ଏହାକୁ ସମତୁଲ କରି ପ୍ଲଟିଂ କରିବାକୁ ଆସିଥିବାବେଳେ ପରିବାରଲୋକଙ୍କ ଅଜାଣତରେ ଏହା କରାଯାଇଥିବାରୁ ସ୍ଥାନୀୟ କୋର୍ଟରେ ଏକ ଅଭିଯୋଗ ମାମଲା ଦାଏର କରାଯାଇଥିଲା । ଗତ ୮ ତାରିଖରେ ମଧ୍ୟ ଏହାର ତାରିଖ ରହିଥିଲା । କୋର୍ଟକୁ ଆସି ଭାଇର ଶବ ଝୁଲୁଥିବା ଖବର ପାଇ ମୃତକର ଭାଇ ଅକ୍ଷୟ ସୁନା ଏହା ଗଣମାଧ୍ୟମରେ ପ୍ରକାଶ

କରିଛନ୍ତି । ତେବେ ରବିର ଏକ ଛୋଟ ଝିଅ ଅଛି ଓ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଯାଇ ଥିବାରୁ ସେ ପ୍ରାୟ ଗାଁ' ବା ଘରେ ନରହି ଏଣେ ତେଣେ ବୁଲୁଥିବା ମଧ୍ୟ ସେ କହି , ଏହାପଛରେ ସେଇ ଜମିହଡପ କାରଣ ରହିଥିବା ଓ ଝୁଲାଇଦେଇ ହତ୍ୟାପରି ଜଣାପଡୁଥିବା ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଏବେ ଏହି ଅଞ୍ଚଳରେ ଜମିର ମୂଲ୍ୟ ଆକାଶଛୁଆଁ ଓ ଏହି ରାସ୍ତାକଡର ଅଧିକାଂଶ ଜମି ସହରର ଜମିମାଫିଆ, ଦାଦନସର୍ଦ୍ଦାର, ଅଣଓଡିଆ ବ୍ୟବସାୟୀଙ୍କର କବ୍ଜାରେ ଓ ସେମାନଙ୍କ ଲୋଲୁପଦୃଷ୍ଟିରେ ରହିଛି । ତେଣୁ କିଛିବର୍ଷ ତଳେ ରବି ସୁନାଙ୍କ ପରି ଜଣେ ଦଳିତ ଜାତିର ଗରିବ ଲୋକଠାରୁ ଚଞ୍ଚକତା ପୂର୍ବକ ଏହି ମୂଲ୍ୟବାନ୍ ଜମି ହାତେଇଥିବା ସେହି ଅଣଓଡିଆ ବ୍ୟବସାୟୀମାନେ କିଏ ଓ ସଂପ୍ରତି ସେହି ମାମଲାର ସ୍ଥିତି କ'ଣ ରହିଛି ଏବଂ ଏହାପଛରେ ଅଭିଯୋଗ ଅନୁଯାୟୀ , ପ୍ରକୃତରେ ସେପରି କିଛି ରହିଛି କି ନାହିଁ, ଶବବ୍ୟବଚ୍ଛେଦ ରିପୋର୍ଟ ସହ ପୁଲିସ୍ ତଦନ୍ତ ପରେ ଜଣାପଡିବ । ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସର୍ବୋପରି ରବିଙ୍କ ମୃତ୍ୟୁପରେ ଏହି କୁହାଯାଉଥିବା ସାଢେ ୫ ଏକର ପରିମିତ ମୂଲ୍ୟବାନ୍ ରାସ୍ତାକଡ ଜମିର ମାଲିକାନା କାହାର, ଏ ନେଇ ଲୋକେ ଜିଜ୍ଞାସା ବ୍ୟକ୍ତ କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like