-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||     

HOME   ଜିଲ୍ଲା

ପରବାସୀ କୁଟୁମ୍ ଓ ଉତାଲଗଡର ନୂଆଁଖାଇ ଭେଟଘାଟ ଶୋଭାଯାତ୍ରା, ସଭା,ସମ୍ମାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ତାଲପଦର ଖଗେଶ୍ୱର ମଣ୍ଡପ

05-Sep-2022



ବରଗଡ:-ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ତାଲପଦର ଠାରେ ମହା ସମାରୋହରେ ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି ।ଉତାଲଗଡ ନାଟ୍ୟ ସଂସଦ ଓ ପରବାସୀ କୁଟୁମ୍ ର ଆୟୋଜନ କ୍ରମେ ଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି କବୟତ୍ରୀ,ଲେଖକ ଲେଖିକା ତଥା କଳାକାର ମାନଙ୍କ ସମାଗମ ପରିଲକ୍ଷିତ କରାଯାଇଥିଲା ।ଭେଟଘାଟ ସଭା, ସମ୍ବର୍ଦ୍ଧନା ପର୍ବ,କବିତା ଆବୃତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ନେଇ କିଛି ଘଣ୍ଟା ପାଇଁ ଦୁଲୁକି ଉଠିଲା ଖଗେଶ୍ୱର ମଣ୍ଡପ ।ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମପରିକ୍ରମା କଲାପରେ ଗ୍ରାମଦେବୀ ଓ ମାଁ ସମଲେଶ୍ୱରୀ ଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ, ନାଟ୍ୟକାର କେଶରଞ୍ଜନ ପ୍ରଧାନ, ଗବେଷକ ଉତ୍ପନ୍ନ ଭୋଇ,ଡ.ସୁବାସ ମେହେର,କବି ଅଶୋକ ପୂଜାହାରୀ,ଶିକ୍ଷାବିତ୍ ସୋମନାଥ ପ୍ରଧାନ,ପରବାସୀ କୁଟୁମ୍ ର ସମ୍ପାଦକ ଡ.ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ,ସଂଗଠକ ସପନ ମିଶ୍ର,ଉତାଲଗଡ ନାଟ୍ୟ ସଂସଦର ସଭାପତି ସର୍ଜନ ପଧାନ,ପୂର୍ବତନ ସଭାପତି ହୃଦମଣୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିବାବେଳେ,ବିଶିଷ୍ଟ ଆଲୋଚକ ପରମେଶ୍ୱର ମୁଣ୍ଡ  ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।କଣ୍ଠଶିଳ୍ପୀ ଦୁର୍ବାଦଳ ମେହେର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।ଚଳିତ ବର୍ଷ ସାହିତ୍ୟ ରେ ବରଗଡ ରୁ ଶିବଶଙ୍କର ପୂଜାହାରୀ,ସାହିତ୍ୟ ଅନୁଷ୍ଠାନ ଭାବେ ବଲାଙ୍ଗୀର ର ତହଁକ ଅନୁଷ୍ଠାନ,ସମାଜ ସେବାରେ ବରଗଡର ସଙ୍କଳ୍ପ ପରିବାର, କଳାରେ ଭବାନୀପାଟଣା ରୁ ପରମେଶ୍ୱର ମୁଣ୍ଡ,ଚାଷରେ ନୂଆପଡ଼ା ଜିଲ୍ଲାରୁ ଇନ୍ଦ୍ରମଣି ପାଣିଗ୍ରାହୀ ଓ ଯୁବପ୍ରତିଭା ବଲାଙ୍ଗୀର ରୁ ସୁଜିତ କୁମାର ଶତପଥିଙ୍କୁ ପରବାସୀ ସମ୍ମାନ ଏବଂ ସମ୍ବଲପୁରରୁ ରତନ ପୂଜାହାରୀଙ୍କୁ ସଞ୍ଜିବ ବନିଆଁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।ପଶ୍ଚିମ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ମାନେ କବିତା ଆବୃତି କରିଥିଲେ । କାର୍ଯ୍ୟକ୍ରମକୁ କବୟତ୍ରୀ ସଙ୍ଗୀତା ଷଡଙ୍ଗୀ, ଆରତୀ ସାହୁ, ଆଶୁତୋଷ ମେହେର ଓ ଆଶୁତୋଷ ମହାପାତ୍ର ସଂଯୋଜନା କରିଥିଲେ ।ଏହି ଅବସରରେ ଶିବଶଙ୍କର ପୂଜାହାରୀ ଓ ଗୈାରାଙ୍ଗ ପାଣ୍ଡେଙ୍କ ବହିପସରା,ଡିଙ୍ଗର ମେହେର ଙ୍କ ବାଲୁକା ଶିଳ୍ପ,ରଞ୍ଜନ ରଣା ଙ୍କ  ଟେରାକୋଟା ଶିଳ୍ପ,ସୃଷ୍ଟିଲେଖା ପୁରୋହିତ,ସ୍ୱପ୍ନାରାଣୀ ମେହେର,ଆଶିଷ ମେହେର ପ୍ରମୁଖଙ୍କ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା ।ପ୍ରଭାତ ସାହୁ ଙ୍କ ସମ୍ପାଦିତ ପତ୍ରିକା 'ମହକ୍',ସୁକୁମାର ଭୋଇ ଙ୍କ ନାଟକ 'ଖେଲବାଲା' ଉନ୍ମୋଚନ ହୋଇଥିଲା ।କବି ଖଗେଶ୍ୱର ସେଠ,ବହ୍ନିକନ୍ୟା ପାର୍ବତୀ ଗିରୀ ଓ ସହିଦ ମାଧୋ ସିଂ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏ ମହାନ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଏ ପରିପ୍ରେକ୍ଷୀ ରେ କବି ଅନନ୍ତ ମେହେର ଆଣିଥିବା ଚାରାକୁ ଅତିଥି ମାନଙ୍କୁ ପ୍ରଦାନ କରିଥିଲେ ।ସଂଧ୍ୟା ସମୟରେ ବିବେକାନନ୍ଦ ପଧାନ,ଗଣେଶ ମେହେର,ଅଧ୍ୟାପକ ପବିତ୍ର ମାହାଣାଙ୍କ ପରିଚାଳନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ସର୍ବଶ୍ରୀ:-ଉମାକାନ୍ତ ଭୋଇ, ସୁଶାନ୍ତ ରଞ୍ଜନ ପଧାନ,ଶେଷଦେବ ମେହେର,ଦୀପକ ସିଂ ବରିହା,ମନୀଷ ରଥ,ଡିସେମ୍ବର ମେହେର,ଶୁଭ୍ରାଂଶୁ ସାହୁ,ତୁଳସୀରାମ ମେହେର,ମାନିନୀ ମେହେର,ବୃନ୍ଦାବନ ସାହୁ,ସଚ୍ଚିତାନନ୍ଦ ପଧାନ,ମନୋରଞ୍ଜନ ପୁରୋହିତ,ଚୈତନ୍ୟ ବିଶ୍ୱାଳ,ସତ୍ୟପ୍ରକାଶ ସାହୁ,ନେତ୍ରାନନ୍ଦ ସାହୁ,ସତ୍ୟପ୍ରକାଶ ପଧାନ,ସୁଦର୍ଶନ ବନଛୋର୍,ଗଣନାଥ ସାହୁଙ୍କ ସମେତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗକୁ ପରିଚାଳନା କରିଥିଲେ । ଶେଷରେ ଉତାଲଗଡ ନାଟ୍ୟ ସଂସଦର ସମ୍ପାଦକ ଉମେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026

You Might Also Like