-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Sep-2022
ବଲାଙ୍ଗୀର- ମାରୱାଡି ଯୁବାମଞ୍ଚର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସଦସ୍ଯ ଭାବେ ମନୋନୀତ ହେଲେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନ । ବୌଦ୍ଧରେ ଅନୁଷ୍ଠିତ ଏକ ସଭାରେ ଓଡିଶା ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ଶ୍ରୀ ଜୈନଙ୍କୁ କାର୍ଯ୍ୟକାରିଣୀ ସଦସ୍ଯ ଭାବେ ଘୋଷଣା କରିବା ସହ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।