-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ବିଗୁଲ ଟିଭି ର ନୁଆଁଖାଇ ଭେଟଘାଟ ଓ ବାର୍ଷିକ ଉତ୍ସବ ପାଳନ

05-Sep-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)  ସାରା ପଶ୍ଚିମ ଓଡିଶାରେ ନିଜକୁ ବର୍ଷକ ଭିତରେ ପ୍ରତିଷ୍ଠା କରି ଖ୍ୟାତି ଅର୍ଜନ କରିଥିବା ଲୋକ ପ୍ରିୟ ବିଗୁଲ ଟିଭି ପକ୍ଷରୁ ଗତ କାଲି ନୂଆଁଖାଇ ଭେଟଘାଟ ତଥା ପ୍ରଥମ ବାର୍ଷିକୋତ୍ସବ ଆୟୋଜିତ ହୋଇଯାଇଛି  ।ସହରର ଭୀମଭୋଇ କଳାମଣ୍ଡପଠାରେ ଆୟୋଜିତ ଏହି ଉତ୍ସବକୁ ରାଜ୍ୟ ବିଧାନ ସଭା ବିରୋଧୀ ଦଳ ନେତା  ନରସିଂହ ମିଶ୍ର ଉଦଘାଟିତ କରି ପଶ୍ଚିମ ଓଡିଶା ର ଏହି ଗଣ ପର୍ବ ନୁଆଁଖାଇ  କୁ ସଫଳ ଓ ଏହାର ମହତ୍ୱ କୁ ସାରା ବିଶ୍ୱ କୁ ପହଞ୍ଚାଇବା କୁ ହେଲେ ପ୍ରଥମେ ଆମ ଚାଷୀ କୁଳ ଓ ଆମ ସମସ୍ତ ଙ୍କ ଏକତା, ଶାନ୍ତି, ଉନ୍ନତି,  ପ୍ରଗତି ଓ ଭାଇ ଚାରା ସମ୍ପର୍କ ଆବଶ୍ୟକ ବୋଲି କହି ସୋନପୁର ମାଟି ର ସ୍ୱତନ୍ତ୍ର ମହକ କଥା ଉଲ୍ଲେଖ କରିଥିଲେ l ଏବଂ ଏ ମାଟି ର ପୁରୁଖା କବିରାଜ,ଲେଖକ, ଜ୍ୟୋତିର୍ବିଦ ଓ ବିଶିଷ୍ଟ ଲୋକ ମାନଙ୍କର  ଦକ୍ଷତା ଓ ପ୍ରତିଭା ର ଉଦାହରଣ ଦେଇ ନିଜ କୁ କେବେ ବି ହେୟ ଜ୍ଞାନ ନ କରି ଏଇ ମହାନ ବ୍ୟକ୍ତିତ୍ୱ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା କୁ ପରାମର୍ଶ କରିଥିଲେ l ସେହିପରି ଉତ୍ସବର ଦ୍ବୀତିୟ ପର୍ଯ୍ୟାୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଯୋଗଦେଇ ନୁଆଁଖାଇ ଚାଷୀ ଙ୍କ ପର୍ବ କହି ବିଗୁଲ ଟିଭିର ଉଲ୍କେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ବିଗୁଲ ଟିଭି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ  ।ବିକାଶମୂଳକ ଖବର ,ଗଠନ ମୂଳକ ଖବର ,ଜିଲ୍ଲାର ସମସ୍ୟା ,ଜନସାଧାରଣଙ୍କ ମୌଳିକ ସମସ୍ୟାର ଖବର ତଥା ସଂସ୍କୃତି ଓ ପର୍ଯ୍ୟଟନପୀଠ ଗୁଡିକର ଐତିହାସିକ ମହତ୍ବ ଆଦି ସଂପର୍କରେ ଗତ ବର୍ଷକ ଭିତରେ ବିଗୁଲ ଟିଭି ସାରା ଦେଶର ଓଡିଆମାନଙ୍କ ପାଖରେ ପହଂଚାଇ ପାରିଛି ବୋଲି କହିଥିଲେ l ଏବଂ ଜ଼ିଲ୍ଲା ତଥା ରାଜ୍ୟ ର ଅପହଂଚ ଅଂଚଳ ର ଲୋକ ଙ୍କ ସମସ୍ୟା କୁ ସଠିକ ଭାବେ ଉପସ୍ଥାପନା କରି ଏହି ଚେନେଲ ଲୋକ ଙ୍କ ଆହୁରି ଆସ୍ଥା ଭାଜନ ହେବାକୁ ଶୁଭ ମନାସୀ ଥିଲେ l  ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ  ଗଣ ମାଧ୍ୟମ  ଚତୁର୍ଥ ସ୍ତମ୍ଭ ସ୍ୱବିଳମ୍ବି, ନିର୍ଭିକ, ଓ ସ୍ୱାଧୀନ ହୋଇ ସତ ଖବର ମାଧ୍ୟମ ରେ ସମାଜ ର ଲୋକଙ୍କ ଉପକାର କରନ୍ତୁ  ବୋଲି ମତ ରଖିଥିଲେ l ଏବଂ ଏ ଉସ୍ସବ ର ଆୟୋଜକ ଓ କଳାକାର ଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟତମ ଅତିଥି ଭାବେ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସୋନପୁର ପୌର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ତରଭା ବ୍ଲକ ଅଧ୍ୟକ୍ଷା ସରୋଜ କମ୍ପ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତି ଲତା ମିଶ୍ର, ବି ଏମ ପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ଝସ କେତନ ବଘାର, ଜ଼ିଲ୍ଲା ପରିଷଦ ସଭ୍ୟ ଲବ ସାହୁ, ସରପଞ୍ଚ ଅରବିନ୍ଦ ବାରିକ, ପୌର ଉପାଧ୍ୟାକ୍ଷା ମଲ୍ଲୀକା ଦାନୀ, ଯୋଗ ଦେଇ  ଉତ୍ସାହିତ କରିଥିଲେ l ଏହି ନୂଆଁଖାଇ

ଭେଟଘାଟ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଜୁନିଅର ସିନିଅର ଛାତ୍ରଛାତ୍ରୀଙ୍କ ଭିତରେ ହୋଇଥିବା ଫେସନ ସୋ, ନାଚ, ଗୀତ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀ,  ଜିଲ୍ଲାର ବିରିଷ୍ଠ ସାମ୍ବାଦିକ, ସମାଜସେବୀ, କୋଭିଡ ଯୋଦ୍ଧା, ଶିକ୍ଷକ, ଖେଳାଳୀ, ଓ କଳାକାର ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l  ବିଗୁଲଟିଭିର ମୁଖ୍ୟ ସନ୍ତୋଷ ମିଶ୍ରଙ୍କୁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ତାଙ୍କର ଏହି ଗଣମାଧ୍ୟମ କ୍ଷେତ୍ରରେ ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like