-+91-9937148622 |

prerana_bgr@rediffmail.com |

  Tuesday 10th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (09-Mar-2026)       ||      NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ    (09-Mar-2026)       ||      ବରପାଲି ସରସ୍ବତୀ ମହିଳା ସଂଘ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ   (09-Mar-2026)       ||      *ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   (09-Mar-2026)       ||      ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   (09-Mar-2026)       ||      *ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   (09-Mar-2026)       ||      *ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   (09-Mar-2026)       ||      ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ    (09-Mar-2026)       ||      ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   (09-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   (09-Mar-2026)       ||      ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (09-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   (08-Mar-2026)       ||      ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ    (08-Mar-2026)       ||      ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ    (08-Mar-2026)       ||      ଆନ୍ତର୍ଜାତିକ ମହିଳା ଦିବସ ପାଳିତ    (08-Mar-2026)       ||      ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   (08-Mar-2026)       ||      ତହଁକ୍ ତିହାର୍ ଉଦଯାପିତ   (08-Mar-2026)       ||     

HOME   ଜିଲ୍ଲା

ବୀରମହାରାଜପୁର ବିଜେଡି ର କର୍ମୀ ସମ୍ବିଳନୀ ।

03-Aug-2022



ବୀରମହାରାଜପୁର,(ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ  ମୈତ୍ରୀ ସଦନ ଠାରେ ବିଜୁ ଜନତା ଦଳ ର କର୍ମୀ ସମ୍ବିଳନୀ ଶୟମ୍ଭୁ ନାଥ ଖଣ୍ଡଗିରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଯୁବନେତା ନାରାୟଣ ଲୁହା ଙ୍କ ଆହ୍ୱାନ କ୍ରମେ ପନ୍ଦର ଗୋଟି ଗ୍ରାମପଞ୍ଚାୟତ ର ପ୍ରମୁଖ କର୍ମୀ ମାନେ ଯୋଗଦେଇ ସଂଗଠନ କୁ ସୃଦୁଢ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ଉପରେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ l ଦେଉଳି - ବାଉଁସୁଣୀ ମହାନଦୀ ପୋଲ ନିର୍ମାଣ, ଏନ. ଏ. ସି ଘୋଷଣା, ମେଗା ଜଳସେଚନ କାର୍ଯ୍ୟକାରିତା,ମହାନଦୀ ରୁ ସ୍ବଚ୍ଛ ପାନୀୟ ଜଳ ପାଇଁ ରାଜ୍ୟ ସରକାର ଙ୍କ ଆର୍ଥିକ ସହାୟତା ପ୍ରଦାନ, ବସଷ୍ଟାଣ୍ଡ ନିର୍ମାଣ, ଡାକ୍ତରଖାନା ନୂତନ ବିଲଡିଂ ପାଇଁ ବିଧାୟକ ପଦ୍ମନାଭ ବେହେରା ଙ୍କ କାର୍ଯ୍ୟ କୁ ବୈଠକ ରେ ପ୍ରଶଂସା କରାଯାଇଥିଲା l ଉକ୍ତ ବୈଠକ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଂଜିତ କୁମାର ରଥ, କିଶୋର କୁମାର ହୋତା, ଶ୍ରୀନିବାସ ଚାନ୍ଦ, ସତ୍ୟଞ୍ଜୀବ ମିଶ୍ର, ଧୀରେନ୍ଦ୍ର ନାରାୟଣ ପଣ୍ଡା, ଯତୀନ ପାଣିଗ୍ରାହୀ, ମଧୂ ସୁଦନ ପଣ୍ଡା, ଲଳିତ ପାତ୍ର, ଵିଵସ୍ୱତୀ ପଣ୍ଡା, ପିତାମ୍ବର ସାହୁ,ଶୈଳେନ୍ଦ୍ର ବାଦୀ, ଲଷ୍ମୀ ନାରାୟଣ ପୁରୋହିତ, ମହେନ୍ଦ୍ର ଜଗଦଲା, କୃଷ୍ଣ ଚନ୍ଦ୍ର ମେହେର, ଦୟାନିଧି ମେହେର, ସୁରୁ ନାରାୟଣ ମହାକୁର, ସପନ କୁମାର ପଧାନ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ l ଶେଷରେ ନାରାୟଣ ଲୁହା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   09-Mar-2026
  ଜିଲ୍ଲା  
NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ   09-Mar-2026
  ଜିଲ୍ଲା  
ବରପାଲି ସରସ୍ବତୀ ମହିଳା ସଂଘ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
*ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   09-Mar-2026
  ଜିଲ୍ଲା  
ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   09-Mar-2026
  ଜିଲ୍ଲା  
*ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   09-Mar-2026
  ଜିଲ୍ଲା  
*ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   09-Mar-2026
  ଜିଲ୍ଲା  
ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ   09-Mar-2026
  ଜିଲ୍ଲା  
ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   09-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   09-Mar-2026
  ରାଜ୍ୟ  
ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   08-Mar-2026

You Might Also Like