-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡ଼ିଶାବାସୀଙ୍କ ଜୀବନସ୍ପନ୍ଦନ ହେଉଛି ସମ୍ବଲପୁରୀ, ବରଗଡ:-ଦଶମାଇଲ ଠାରେ ଜିଲ୍ଲାସ୍ତରୀୟ ସମ୍ବଲପୁରୀ ଦିନ ଓ ଶ୍ରୀଧର ଜନ୍ମ ଶତବାର୍ଷିକୀ ପାଳିତ

01-Aug-2022



ବରଗଡ(ନିରଞ୍ଜନ ତ୍ରିପାଠୀ): ସମ୍ବଲପୁରୀ କେବଳ ଭାଷା ସାହିତ୍ୟ ସଂସ୍କୃତି କିମ୍ବା ପରମ୍ପରା ର ପରିଧି ମଧ୍ୟରେ ସୀମିତ ନୁହେଁ ,ଏହା ସମଗ୍ର ପଶ୍ଚିମ ଓଡ଼ିଶାର ଦେଢ଼ କୋଟି ଲୋକଙ୍କ ଜୀବନ ସ୍ପନ୍ଦନର ଅଟେ ବୋଲି ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ଅବସରରେ ଆୟୋଜିତ ସମ୍ବଲପୁରୀ ଦିନ ଅବସରରେ ମତ ପ୍ରକାଶ ପାଇଛି ।ସମ୍ବଲପୁରୀ ସାହିତ୍ୟ ପରିଷଦର ଆହ୍ୱନକ୍ରମେ ଏବଂ ଦଶମାଇଲ ବିକାଶ ପରିଷଦ ଛାଏଁଛଏଁରା କୁଟୁମ୍ ଓ ଶ୍ରୀଧର ସାହିତ୍ୟ ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମାରୋହରେ

ସୋହେଲା ନିକଟସ୍ଥ ଦଶମାଇଲଠାରେ ପାଳିତ ହୋଇଯାଇଛି ।ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡର ସାଧାରଣ ସମ୍ପାଦକ ଶ୍ରୀମାନ ଉତ୍ପନ୍ନ କୁମାର ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହକୁ ମାନ୍ୟବର ଭଟଲି ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଉଦଘାଟନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମାନ ସନ୍ତ୍ରାସ ନାରାୟଣ ପଣ୍ଡା ସମ୍ମାନିତ ଅତିଥି ,ଗବେଷକ ଡ଼଼ ଗୈାରିଦାସ ପ୍ରଧାନ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ର ବ୍ୟାପକତା ଓ ମହନୀୟତା ସନ୍ଦର୍ଭରେ ଆଲୋକପାତ କରିଥିଲେ ।ଚଳିତ ବର୍ଷ କବି ଶ୍ରୀଧର ପ୍ରଧାନଙ୍କ ଜନ୍ମ ଶତବାର୍ଷିକୀପାଳିତ ହେଉଥିବା ପରିପ୍ରେକ୍ଷୀରେ ଶ୍ରୀଧରୀୟ ଚେତନାର ଅନୁଗାମୀ ପାଞ୍ଚ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ।ପଦ୍ମଶ୍ରୀ ଡ଼ଃହଲଧର ନାଗଙ୍କୁ ଶ୍ରୀଧର କାବ୍ୟ ସମ୍ମାନ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କୁ ଶ୍ରୀଧର ନାଟ୍ୟ ଗୈାରବ ସମ୍ମାନ, ସରୋଜ କୁମାର ଭୋଇଙ୍କୁ ଶ୍ରୀଧର ଆଦର୍ଶ ଶିକ୍ଷକ ସମ୍ମାନ ସୈାରାଜ ପ୍ରଧାନଙ୍କୁ ଶ୍ରୀଧର ଗିତିକବି ସମ୍ମାନ ଓ ଅମୂଲ୍ୟ ଭୋଇଙ୍କୁ ଶ୍ରୀଧର ଚିତ୍ରଶିଳ୍ପୀ  ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ପ୍ରଥମ ପର୍ଯ୍ୟାୟ ରେ ଅନୁଷ୍ଠିତ ଏହି ସଭାକୁ  ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ  କବି ପୁତ୍ର ଗୈାରଚରଣ ପ୍ରଧାନ ସଂଗଠକ ରଂଜନ ପଣ୍ଡା ଶିଶୁ ସାହିତ୍ୟିକ ବିକାଶ ଚନ୍ଦ୍ର ସାହୁ ଓ ସମାଜସେବୀ ରବିଶଙ୍କର ପ୍ରଧାନ ପରିଚାଳନା କରିଥିଲେ ।ଏହି ଅବସରରେ ବିକାଶ ଚନ୍ଦ୍ର ସାହୁଙ୍କ ଦ୍ବାରା ସମ୍ପାଦିତ ଶିଶୁ ସାହିତ୍ୟ ପତ୍ରିକା ଚନ୍ଦରଉଦିଆଁ ,ନାଟ୍ୟକାର ମନୋରଂଜନ ମିଶ୍ରଙ୍କ ନାଟ୍ୟ ପୁସ୍ତକ ମୈାସୁମୀ ,ଅଧ୍ୟାପକ ସୁକୁମାର ଭୋଇଙ୍କ ନାଟ୍ୟ ପୁସ୍ତକ ଚେତବାର୍ ବେଲ୍ ପ୍ରଭୃତି ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।ଦ୍ବିତୀୟ ପର୍ଯ୍ୟାୟରେ ସମାଜସେବୀ ତଥା ମୂଖ୍ୟ ଅତିଥି ସୁବ୍ରତ ସିଂଙ୍କ ଉପସ୍ଥିତିରେ ଓ କବି ତେଜରୁ ବାରିକଙ୍କ ସଞ୍ଚାଳନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପକ ସୁକୁମାର ଭୋଇ କବିୟତ୍ରୀ ସଂଗିତା ପଣ୍ଡା ଷଡ଼ଙ୍ଗୀ ଅଧ୍ୟାପକ ନାରାୟଣ ଭୋଇ ଓ କବି କେଦାରନାଥ ସାହୁ କବିତାଗୁଡ଼ିକ ସଂଯୋଜନା କରିଥିଲେ ।ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ ରାଜ୍ୟର ଶତାଧିକ କବିଙ୍କ କବିତାପାଠ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।କ୍ରାନ୍ତିକବି ହରିଲାଲ ସାହୁ କବି ରାମ ପ୍ରସାଦ ବାଗ ,ଅଧିକାରୀ ସା ,କିଶୋର ସାହୁ,ଶେଖ ଜଲିଲ ,ଅହଲ୍ୟା ପ୍ରଧାନ ,ସତ୍ୟାନନ୍ଦ ଭୁଏ ,ଗୈାରଚରଣ ସା, ସାଇନା ସା, ଦୁର୍ବାଦଳ ମେହେର,ଅଶ୍ଵିନୀ ସାହୁ ,ଗୋପାଳ ବେସେରା ,ଜଟାଧାରୀ ପ୍ରଧାନ ,ଲକ୍ଷ୍ମଣ ମଲ୍ଲିକ ,ଲକ୍ଷ୍ମଣ ସୁନା ,ସୁଶିଲ ବୁଦ୍ଧିଆ ,ନମିତା ଦୀପ ଯାଦବ ,ବିକାଶ ବାଗ ,ରାକେଶ

ସାହୁ ,ସୁବାସ ଭୁଏ, ସୁବାସ ମେହେର, ତରଣୀସେନ ଗୁରୁ, ନିତ୍ୟାନନ୍ଦ ଭୋଇ, ଦିଲିପ ସାହୁ, ପରାଗ ସାହୁ, ମୋହିତ ସାହୁ ସନୟ ମେହେର, କେଶବ କଲେତ, ଲଲିତ ବାରିକ, ନବିନ ବାଗ, ରୋହିତ ମେହେର, ନକୁଲ ମେହେର ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ ।ସମାବେଶରେ ଉପସ୍ଥିତ ସଂଗଠକ ଅଶୋକ କୁମାର ପୂଜାହାରୀ ଏବଂ ଦିଲ୍ଲିପ କୁମାର ଦେବତା ଧନପତି ମହାପାତ୍ର ଡ଼଼ ସୁବାସ ମେହେର ସମଲପୁରୀ ଦିନ ପାଳନର ମହତ୍ତ୍ୱ ଉପରେ ସ୍ବକୀୟ ମତପୋଷଣ କରିଥିଲେ ।ସମାବେଶର ବିଭିନ୍ନ ପର୍ଯ୍ୟାୟରେ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ ସୈାଭାଗ୍ୟଲକ୍ଷୀ ଦାଶ ମଞ୍ଜୁଲତା ଶତପଥୀ ଓ ରଂଜିତ ପ୍ରଧାନ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ।ବରଗଡ ଜିଲ୍ଲା ସଂସ୍କୃତି ବିଭାଗ ପ୍ରୟୋଜନାରେ ବୋଧନ କଲାପରିଷଦ ତୋରା  ତରଫରୁ ଗଣ୍ଡାବଜା ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।ସମାରୋହ ଆୟୋଜନରେ ଉମେଶ ପଧାନ ବିକାଶ ଚନ୍ଦ୍ର ସାହୁ ନୀତିଶ ଚନ୍ଦ୍ର ଆଚାର୍ଯ୍ୟ କୁମୁଦ ବାରିକ ରଜନିକାନ୍ତ ପ୍ରଧାନ ଚିତ୍ତ ଭୋଇ ଅବନିକାନ୍ତ ପ୍ରଧାନ ଜନତା ପ୍ରଧାନ ପ୍ରମୋଦ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।ଶେଷରେ ଅନ୍ୟତମ ଆୟୋଜକ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like