-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Jul-2022
ଆଜି ବରଗଡ଼, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ସମସ୍ତ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ନେଇ ମାନ୍ୟବର ଭଟଲି ବିଧାୟକ ସୁଶାନ୍ତ ସିଂହ ଙ୍କ ପ୍ରଚେଷ୍ଠାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବିଷୟରେ ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ମିଟିଂ ରାଜଧାନୀ ଭୁବନେଶ୍ବରର ସଚିବାଳୟ ତୃତୀୟ ମହଲା କନ୍ଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବୀମା କମ୍ପାନୀ ଦ୍ୱାରା ଆସନ୍ତା ୨୯ ତାରିଖ ଦିନ ଉଚ୍ଚ ସ୍ତରୀୟ ଏସ୍ ଏଲ୍ ଟି ସି ର ବୈଠକ ପରେ ବୀମା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବୀମା କମ୍ପାନୀ ଦ୍ୱାର ପ୍ରତିଶୃତି ପ୍ରଦାନ କରାଯାଇଛି ।