-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||     

HOME   ଜିଲ୍ଲା

ସୋନପୁର ଥାନା ରେ ମେଗା ରକ୍ତଦାନ ଶିବିର - ୩୬୦ ୟୁନିଟ ରକ୍ତ ସଂଗ୍ରହ କରି ଥାନା ମଧ୍ୟରେ ଓଡ଼ିଶା ରେକର୍ଡ କଲା ସୋନପୁର ଥାନା - ୬୪ ଜଣ ମହିଳା କଲେ ରକ୍ତଦାନ

27-Jul-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରର ଟାଉନ୍ ଥାନା  ଠାରେ ମୋ ସରକାର ତରଫରୁ  ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦ୍ଘାଟନ କରି ରକ୍ତ ଦାତା ତଥା ସହର ର ବିଭିନ୍ନ ଅଗ୍ରଣି ସେଚ୍ଛାସେଵୀ ସଂଗଠନ ର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ । ଏବଂ ସୋନପୁର ପୋଲିସ କୁ ମେଗା ଶିବିର ଆୟୋଜନ ରେ ସହଯୋଗ  କରିଥିବାରୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ପୁଷ୍ପାଞ୍ଜଳି ନୀଙ୍ଗି, ଆରଟିଓ ରବିନ ପଟ୍ଟନାୟକ  ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର  ଜିଲ୍ଲାପାଳ

ଅବୋଲି ସୁନୀଲ ନରଭଣେ ଯୋଗ ଦେଇ ରକ୍ତଦାତା ତଥା ସ୍ବେଛାସେବୀ ସଂଗଠନ  ତଥା ସୋନପୁର ଟାଉନ୍ ଥାନା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରୁଥିଲେ । ସୁବର୍ଣ୍ଣପୁର , ବରଗଡ଼, ତଥା ଭିମସା ବୁର୍ଲା ରକ୍ତ କେନ୍ଦ୍ର ର କର୍ମଚାରୀ , ସୋନପୁର ପୋଲିସ ଟିମ ,ଆଶା ନର୍ସିଂ ହୋମ କର୍ମଚାରୀ , ସ୍ବଚ୍ଛ ଭାରତ ସଂଗଠନ କର୍ମକର୍ତ୍ତା , ଶିବିରର ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ ର ନାମ ପଞ୍ଜିକରଣ, ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯରେ ପୂର୍ଣ୍ଣ ସହଯୋଗ କରିଥିଲେ । ପୋଲିସ ଆର ଆଇ ପ୍ରଦୁମ୍ନ ପଟେଲ ଓ  ଆଇ ଆଇ ସି କୃଷ୍ଣଚନ୍ଦ୍ର ମେହେର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ମେଗା ରକ୍ତ ଦାନ ଶିବିର ରେ ଲଳିତା ରାଈସ ମିଲ୍, ପ୍ରତୀକ ରାଇସ ମିଲ, ମାହେଶ୍ୱରୀ ସଂଗଠନ ତରଭା , ଡ଼୍ରାଇଭର ମହାସଂଘ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ,ବ୍ଲକ ଛକ ଉଡ଼ାଓ କ୍ଲବ୍, ଟାଟା ପାୱାର କର୍ମଚାରୀ , ଯୋଷୋଦା  ଦେବୀ ନର୍ସିଂ କଲେଜ, ଭଗବତୀ ଯୁବକ ସଂଘ , କେମିଷ୍ଟ ଓ ଡ୍ରଗିଷ୍ଟ୍ ଆସୋସିଏସନ୍ , ଜିଲ୍ଲା ରକ୍ତ ଦାତା ସଂଘ, ଓ ତଥା ରକ୍ତ ଦାନ ରେ ସାମିଲ ଥିବା ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ବ୍ୟାଙ୍କ କର୍ମଚାରୀ , 

 ସମସ୍ତ ବ୍ୟବସାୟୀ, ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଙ୍କ ସକ୍ରିୟ ଯୋଗଦାନ୍ ଓ ସହଯୋଗ ରେ ଆଜିର ଏ ଶିବିର ସଫଳ ହୋଇଛି l  ମହିଳା କଲେଜ ର ଛାତ୍ରୀ ଓ ସୋନପୁର ଏନ ସି ସି ଛାତ୍ର ଛାତ୍ରୀ  ଙ୍କ ଦ୍ୱାରା  ମୁଖ୍ୟ ଅତିଥି ଏସପି  ଓ ସମ୍ମାନିତ ଅତିଥି ଏସ୍ଡ଼ିପିଓ  ଓ ଆରଟିଓ ଙ୍କୁ  ଭବ୍ୟ ସ୍ୱାଗତ କରାଯାଇଥିଲା l ଏ ଏସ ଆଇ ପୀୟୂଷ ନାଏକ୍, ଏସ ଆଇ ସୌମ୍ୟ ରଂଜନ ସାହୁ , ଏ ଏସ ଆଇ ଏକା ଦଶିଆ ପଧାନ, ଏ ଏସ ଆଇ ସୁଶୀଲ ବିଶି , ଏ ଏସ ଆଇ ଦିଲୀପ ସାହୁ ,ଏ ଏସ ଆଇ  ରଞ୍ଜିତ ମହାପାତ୍ର, ହାବିଲଦାର ସୁଧୀର ଷା ଣ୍ଢ, କନେଷ୍ଟବଲ୍ ସଂଘ ସଭାପତି କୁମୁଦ ରଂଜନ ମେହେର , ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡେଲି, ହାବିଲ ଦାର ମନୋଜ ପଣ୍ଡା , ହାବିଲ୍ଦାର ଦିନେଶ ମିଶ୍ର , ବଣ୍ଟି ଆଗ୍ରୱାଲl, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମନୋ ରଂଜନ ତ୍ରିପାଠୀ ତଥା ଟାଉନ ଥାନା ର ସମସ୍ତ କର୍ମଚାରୀ   ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   28-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ   28-Apr-2026
  ଜିଲ୍ଲା  
*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   28-Apr-2026
  ଜିଲ୍ଲା  
ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      28-Apr-2026
  ଜିଲ୍ଲା  
ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   28-Apr-2026
Qwert   28-Apr-2026
Jk   28-Apr-2026
  ଜିଲ୍ଲା  
କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼   28-Apr-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   28-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   28-Apr-2026
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026

You Might Also Like

                   
  ଜିଲ୍ଲା  

Qwert

   
  ଜିଲ୍ଲା  

Jk