-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Jul-2022
ବିନିକା(ହିମାଂଶୁ ଶେଖର ପୁଟେଲ): ପୁଣ୍ୟମାସ ଶ୍ରାବଣ ମଙ୍ଗଳବାର ମୋର ଜନ୍ମ ଦିନ ହୋଇଥିବାରୁ ଏହି ଦିନଟି ମୋ ପାଇଁ ନିଶ୍ଚିତ ଶୁଭଦିନ,ଖୁସିର ଦିନ,ଆନନ୍ଦର ଦିନ ବୋଲି ବିନିକା ବ୍ଳକ ସିନ୍ଦୂରପୁର ଗ୍ରାମ ନବଜୀବନ ପଣ୍ଡାଙ୍କ ୧ବର୍ଷର କୁନିଝିଅ ଅଦ୍ରୀୟା ପଣ୍ଡା ଠିକ ଭାବରେ କଥା କହି ନପାରିଲେ ବି ଆଜି ସନ୍ଧ୍ୟାରେ ବିନିକା ସ୍ପୋର୍ଟସ କ୍ଲବ ଲାଇବ୍ରେରୀ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ସଂକେତ ଦେଇ ୨୫ଖଣ୍ଡ ବିଭିନ୍ନ ପ୍ରକାରର ପାଠ୍ୟପୁସ୍ତକ ଦାନ କରି ଜନ୍ମ ଦିନ ପାଳନ କରିଥିଲେ ।ଅଞ୍ଚଳର ଛାତ୍ରଛାତ୍ରୀ,ସାଧାରଣ ନାଗରିକଙ୍କ ଜାଣିବା ପାଇଁ କୁନି ଝିଅର ଏପରି ଉଦ୍ୟମକୁ ଉପସ୍ଥିତ ବ୍ୟକ୍ତିବିଶେଷ ଆଶୀର୍ବାଦ ପ୍ରଦାନ କରିବା ସହ ତାର ଦୀର୍ଘ ଜୀବନ କାମନା କରିଥିଲେ ।