-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2022
ଗୁଡ଼ଭେଲା(ପ୍ରେରଣା ଖବର) ତୁଷୁରା ସହର ସ୍ଥିତ ହରିଜନପଡା ଠାରେ ତୁଷୁରା ଓ ବଲାଙ୍ଗୀର ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ମଙ୍ଗଳବାର ୩କେଜି ଗଞ୍ଜେଇ ଜବତ କରିବା ସହ ଏକ ହିରୋ ଏଚଏଫ ଡିଳକ୍ସ ବାଇକ ଓ ଜଣେ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରି ବଲାଙ୍ଗୀର କୋର୍ଟ ଚାଲାଣ କରିଛି । ଉକ୍ତ ଯୁବକ ଜଣକ ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ କୁମ୍ଭାର ପଦର ଗ୍ରାମର ଦାଶରଥି କୁମ୍ଭାର (୩୧ବର୍ଷ) ବୋଳି ତୁଷୁରା ଅବକାରୀ ଅଧିକାରୀ ଅଖିଳ ପଟେଲ ପ୍ରକାଶ କରିଛନ୍ତି।