-+91-9937148622 |

prerana_bgr@rediffmail.com |

  Wednesday 26th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||      ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||     

HOME   ଜିଲ୍ଲା

ଷ୍ଟ୍ରିଟ ଲାଇଟ ଆର୍ଥିଙ୍ଗ ତାର ସ୍ପନ୍ସର୍ଷ ରେ ଆସି ଜ଼ିଲ୍ଲାପାଳ ଙ୍କ ବାସ ଭବନ ରାସ୍ତା ରେ ଦୁଇ ଗୋରୁ ଙ୍କ ମୃତ୍ୟୁ

18-Jul-2022



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠି) ସୁବର୍ଣ୍ଣପୁର ଜ଼ିଲପାଳ ଓ  ଡି ଏଫ ଓ ଙ୍କ ସରକାରୀ ବାସ ଭବନ ର  ଠିକ ମଝିରେ ଆଜି ଭୋର 4 ଟା ବେଳେ ରାସ୍ତା ର ବିଦ୍ୟୁତ ଖୁମ୍ବ ର ଆର୍ଥିଙ୍ଗ ତାର ସ୍ପନ୍ସର୍ଷ ରେ ଆସି  ଦୁଇ ଗୋଟି  ଷଣ୍ଢ ଙ୍କ ମୃତ୍ୟୁ ଘଟିଛି l ଶ୍ରାବଣ ମାସ ପ୍ରଥମ ସୋମବାର ସକାଳେ ସକାଳେ ଏ ଦୁଃଖଦ ଦୃଶ୍ୟ କୁ ଦେଖି  ଶହ ଶହ ପଥଚାରୀ ଓ ଭକ୍ତ ଶ୍ରଦ୍ଧାଳୁ ଙ୍କ ମନରେ ଖୁବ ଆଘାତ ଦେଇଛି l ଫରେଷ୍ଟ ବିଭାଗ ର ମୁଖ୍ୟ କିରାଣୀ ପୂର୍ଣ୍ଣ ଚନ୍ଦ୍ର ସେଠି ଓ କର୍ମଚାରୀ ତପବନ୍ତ ସାହୁ ଭୋର 4 ଟା ବେଳେ ପ୍ରଥମେ ଏ ଅଘଟଣ ଦେଖି ଦମକଳ ବାହିନୀ, ବିଦ୍ୟୁତ ବିଭାଗ, ପୌର କର୍ମଚାରୀ ଓ ପୋଲିସ ପିସିଆର କର୍ମଚାରୀ ଙ୍କୁ ଖବର କରିବା ପରେ ସମସ୍ତ ବିଭାଗ ର ମିଳିତ ସହଯୋଗ ରେ ସକାଳ  5 ଟା ପରେ  ମୃତ ଷଣ୍ଢ ଦ୍ବୟ ଙ୍କ ଉଦ୍ଧାର ଓ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା l ଏ କାର୍ଯ୍ୟ ରେ ପି ସି ଆର 112 ର ଏ ଏସ ଆଇ ଜନାର୍ଦନ ସାହୁ, ଫରେଷ୍ଟ କର୍ମଚାରୀ ଶ୍ରୀ ସେଠି, ଶ୍ରୀ ସାହୁ ଙ୍କ ସମେତ ପୋଲିସ ମନୋଜ ପଣ୍ଡା  ଓ ପୌର କର୍ମଚାରୀ ସହଯୋଗ କରିଥିଲେ l ଆଜି ଭୋର  4 ଟା ରୁ  ଜଙ୍ଗଲ ବିଭାଗ ର ଏ ଉଭୟ କର୍ମଚାରୀ ମାନବିକତା ଦେଖାଇ ଲୋକ ଙ୍କୁ ସତର୍କ କରାଇ ନ ଥିଲେ ଓ ଗାଈ ଗୋରୁ ଙ୍କୁ ଘଉଡ଼ାଇ ନ ଥିଲେ, ଓ ପିସିଆର ଏ ଏସ ଆଇ  ଜନାର୍ଦନ ସାହୁ ତୁରନ୍ତ ପହଂଚି ଏ ସବୁ ବିଭାଗ କୁ ଏଲଟ କରି ନ ଥିଲେ ଆଜି ଆହୁରି ଅନେକ ଧନ  ଜୀବନ ନଷ୍ଟ ହେଇଥାନ୍ତା l ଆଜିର ଏଇ ଉଦ୍ଧାର କାର୍ଯ୍ୟ ର ଶେଷ ସମୟ ରେ ରାସ୍ତା ରେ ୱାକିଙ୍ଗ ଆସୁଥିବା ବେଳେ ଜ଼ିଲ୍ଲାପାଳ ଙ୍କ ନଜର ରେ ମଧ୍ୟ ଏ ଦୃଶ୍ୟ  ଆସିଥିବ l ଦୁର୍ଘଟଣା ରୁ ରକ୍ଷା ଓ ବୁଲା ଗାଈ ଗୋରୁ ଙ୍କ ଥଇଥାନ ଓ ତାଙ୍କ ଯତ୍ନ ପାଇଁ ଜ଼ିଲ୍ଲା ପ୍ରଶାସନ ଗୋ ସୁରକ୍ଷା ଯୋଜନା ରେ ଅନେକ ସଂସ୍କାର ଆଣିବାକୁ ଉଦ୍ୟମ କରି ଆସୁଥିବା ବେଳେ ଆଜିର ଏଇ ଦୁଃଖଦ ଘଟଣା ସହର ଲୋକେ ବିଦ୍ୟୁତ ବିଭାଗ ଓ ପ୍ରଶାସନ କୁ ନିନ୍ଦା କରିଛି l କାରଣ ଟି ପି ଡବ୍ଲୁ ଡି ଏଲ  (ବିଦ୍ୟୁତ ବିଭାଗ ) ବିଦ୍ୟୁତ ଶୁଳ୍କ ବଢ଼ାଇବା ସହିତ ଉପଭୋକ୍ତା ଙ୍କୁ  24 ଘଣ୍ଟା ଉତ୍ତମ ସେବା ଦେବାକୁ ଓ ଏ କ୍ଷେତ୍ରରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ଯେତେ ପ୍ରଚାର ପ୍ରସାର କରୁଛି, ଆଜି ର ଓ ପୂର୍ବରୁ ଘଟୁଥିବା  ସହର ର  ଏଭଳି ଅନେକ ଘଟଣା ଦୁର୍ଘଟଣା  କୁ ଦେଖିଲେ କିନ୍ତୁ ଏଥିରେ ବ୍ୟତିକ୍ରମ ଲାଗୁଚି l କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ  ରାସ୍ତା ଘାଟ ର ବିଦ୍ୟୁତ ସଂଯୋଗ  ବେଳେ ସବୁଠି ଲୋକଙ୍କ  ଜୀବ ଜନ୍ତୁ ଙ୍କ ଜୀବନ ସୁରକ୍ଷା ପାଇଁ  ଲାଇନ ଆର୍ଥିଙ୍ଗ କରାଯାଉଥିବା ବେଳେ ଆଜିର ଏ ଘଟଣା ରେ  ଲୋକେ ଏ ବିଭାଗ କୁ ପ୍ରଶ୍ନ କରିଛନ୍ତି l ସରକାର ଙ୍କ ରାଜସ୍ବ ବଢାଇବା ସହିତ ପ୍ରତ୍ୟକ ବିଭାଗ ଅଫିସର ଓ କର୍ମଚାରୀ ଲୋକଙ୍କୁ ଉତ୍ତମ ସେବା ଓ ଧନ ଜୀବନ ସୁରକ୍ଷା ପାଇଁ  ତା ଠାରୁ ଅଧିକ ଧ୍ୟାନ ଦେବା ଉଚିତ ବୋଲି  ଜ଼ିଲ୍ଲା ବାସୀ ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   26-Aug-2026
  ଜିଲ୍ଲା  
କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   26-Aug-2026
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   26-Aug-2026
  ଜିଲ୍ଲା  
ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ   26-Aug-2026
  ଜିଲ୍ଲା  
*ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   26-Aug-2026
  ଜିଲ୍ଲା  
ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   26-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   26-Aug-2026
  ଜିଲ୍ଲା  
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା   26-Aug-2026
  ଜିଲ୍ଲା  
ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    26-Aug-2026
  ଜିଲ୍ଲା  
ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   26-Aug-2026
  ଜିଲ୍ଲା  
ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   25-Aug-2026

You Might Also Like