-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||     

HOME   ଜିଲ୍ଲା

ଦମ୍ପତିଙ୍କ ମୁହଁରେ ସ୍ପ୍ରେ କରି ଲୁଟ ଉଦ୍ୟମ ଘଟଣାର ପର୍ଦାଫାସ  ଅଟକ ୩ ଯୁବକ କୋର୍ଟଚାଲାନ, ୧୦ହଜାର ଏବଂ ମୋବାଇଲ ଜବତ

08-Jul-2022



ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ନିକଟରେ ଏକ ଦମ୍ପତିଙ୍କ ମୁହଁରେ ସ୍ପ୍ରେ କରି ଲୁଟ ଉଦ୍ୟମ ଘଟଣାର ପର୍ଦାଫାସ କରିଛି ପୁଲିସ । ଅଟକ ଥିବା ୩ଜଣ ଜୁବକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗତ ୧୦ ହଜାର  ଗୋଟିଏ ମୋବାଇଲ ଏବଂ ଲୁଟ ପାଇଁ  ବ୍ୟବହୁତ ହୋଇଥିବା ରାସାୟନିକ ସ୍ପ୍ରେ  ଜବତ କରିଥିବା ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ପ୍ରେସ ମିଟରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ଏସରାମପୁରର ସିଦ୍ଧାର୍ଥ ପୁଟେଲ, ରାଧେଶ୍ୟାମ ଭରାସାଗର ଏବଂ ସନ୍ତୋଷ ନାଗ ଓରଫ କାଲି ବୋଲି ଜଣାପଡିଛି । ସୂଚନା ଅନୁସାରେ ଗୁରୁବାର ସାରସମାଲ ଗ୍ରାମର ଗଣ୍ଡାରାମ ଭୋଇ ଓ ତାଙ୍କ ସ୍ତ୍ରୀ ସବିତା ସମ୍ବଲପୁରରୁ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଲେ କେଉଟିପାଲି ନିକଟରେ ତିନିଜଣ ଦୁର୍ବୁତ ମୁଖାପିନ୍ଧି ଏକ ବାଇକରେ ତାଙ୍କ ପାଖକୁ ଆସି ତାଙ୍କ ମୁହଁକୁ ରାସାୟନିକ  ସ୍ପ୍ରେ କରି କିଛି ଦୁରକୁ ଚାଲିଯାଇଥିଲେ । ଗଣ୍ଡାରାମ ହେଲମେଟ ପିନ୍ଧି ଥିବାରୁ ତାଙ୍କ ସ୍ତ୍ରୀଙ୍କ ମୁହଁରେ ପଡିଥିଲା । ମୁହଁ ଜଲିବାରୁ ଗାଡିକୁ ଅଟକାଇ  ମୁହଁ ଧୋଉଥିବା ବେଲେ ଦୁର୍ବୁତ ମାନେ ପୁଣି ଆସି ଜୁକ୍ତିତର୍କ କରି ଲୁଟ ଉଦ୍ୟମ କରୁଥିବା ବେଲେ ଦମ୍ପତି ଚିକ୍ତାର କରିଥିଲେ । ଫଲରେ ଘଟଣା ସ୍ଥଲରୁ ଦୁର୍ବୁତ ମାନେ  ଫେରାର ମାରିଥିଲେ ।  ଏହି ସମୟରେ ରାସ୍ତାରେ ଜାତାୟାତ କରୁଥିବା କିଛି ଲୋକଙ୍କ ସହାୟତାରେ ଦମ୍ପତି ଘରକୁ ଫେରୁଥିବା ବେଲେ ପୁଣି ସିଣ୍ଢୋଲ ପର୍ଯ୍ୟନ୍ତ  ଦୁର୍ବୁତ ମାନେ ପିଛା କରିଥିଲେ । ପିଛା କରୁଥିବା ଜାଣିପାରି ଦମ୍ପତି  ସିଣ୍ଢୋଲ କଲେଜ ନିକଟରେ ଥିବା ଏକ ହୋଟେଲ ଭିତରକୁ ପସି ଯାଇଥିଲେ । ସେଠାରେ ଘଟଣା ବିଷୟରେ ଜଣାଇବା ପରେ ସ୍ଥାନୀୟ ଲୋକେ ଦୁର୍ବୁତ ମାନେ କେଉଟିପାଲି ପଟକୁ ଯାଉଥିବା ଖବର ପାଇ ସ୍ଥାନୀୟ କିଛି ଲୋକଙ୍କୁ ଯୋଗାଯୋଗ କରିଥିଲେ । କେଉଟିପାଲି ନଦୀଘାଟ ଦେଇ ଫେରାର ଉଦ୍ୟମ କରୁଥିବା ବେଲେ  ସିଣ୍ଢୋଲ ଗ୍ରାମର ତିନିଜଣ ଯୁବକ ଦୁର୍ବୁତଙ୍କୁ କାବୁ କରି ପୁଲିସକୁ  ଜିମା ଦେଇଥିଲେ । ତେବେ ଦୁର୍ବୁତ ମାନଙ୍କ ବ୍ୟବହୁତ ଏକ ବାଇକ ସମେତ ନଗଦ ୧୦ ହଜାର ଏବଂ ଗୋଟିଏ ମୋବାଇଲ ପୁଲିସ ଜବତ କରିଥିଲା ।  ଏନେଇ ଗଣ୍ଡାରାମା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ ।  ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ୧୦୭/୨୨ ରୁଜୁ କରିଥିଲା । ତେବେ  ଅଟକ  ୩ ଜଣ ଦୁର୍ବୁତ ମାନଙ୍କୁ ପଚରା ଉଚୁରା  କଲାପରେ ଘଟଣାକୁ ସ୍ୱିକାର କରିଥିଲେ । ଶୁକ୍ରୁବାର ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାନ କରାଜିବ ବୋଲି ଏସପି ସୂଚନା ଦେଇଥିଲେ । ଏହି ଅବଶରରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସହଯୋଗ କରିଥିବା  ତିନି ଯୁବକଙ୍କୁ ଏସପି ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରିଥିଲେ । ଏହି ସାମ୍ବାଦିକ ସମ୍ମିଲନୀରେ ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଏସଡିପିଓ ଡୋଲାମଣୀ ଭୋଇ, ଆଇଆଇସି ଚନ୍ଦ୍ରମୋହନ ସିଂ , ଏସଆଇ ଟଙ୍କଧର ଛତ୍ରୀଆ, ଏସଆଇ ଶଙ୍କର କୁମ୍ଭାର, ଏଏସଆଇ ରବିନ୍ଦ୍ର ମହାନ୍ତିଙ୍କ ସମେତ ସମସ୍ତ ଷ୍ଟାପ ଉପସ୍ଥିତ ଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
*ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   20-Aug-2026
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   20-Aug-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   20-Aug-2026
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026

You Might Also Like