-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
28-Jun-2022
ତୁଷୁରା/ଆଜି ମାନ୍ୟବର ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ତୁଷୁରା ଓ ଗୁଡଭେଲା ଅଞ୍ଚଳର ଚାଷୀଙ୍କ ମାନଙ୍କ ଉନ୍ନତି ପାଇଁ ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ତୁଷୁରା ଏନ ଏ ସି ଠାରେ ଆଲୋଚନା କରିଥିଲେ ଏବଂ ତୁଷୁରା ମାଇନର ଇରିଗେସନ ପ୍ରୋଜେକ୍ଟ ର କ୍ଷେତ୍ର ପରିଦର୍ଶନ କରି ଏହାର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କରିବା ପାଇଁ ବିଷଦ ଆଲୋଚନା କରି ଡିପିଆର ପ୍ରସ୍ତୁତ କରିବା ପାଇଁ କହିଥିଲେ।ମନ୍ତ୍ରୀ ଙ୍କ ସହ ବହୁ ବିଜେଡି କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ l
(ଅନ୍ତର୍ଯ୍ୟାମୀ ସାହୁ)