-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||     

HOME   ଜିଲ୍ଲା

ପେକ୍ସ ବନ୍ଦ ହୋଇଯିବା ପରିପ୍ରେକ୍ଷୀରେ, ବଲାଙ୍ଗିରରେ ୬୦,ସୋନପୁରରେ ୧୨, ଦାୟୀ କିଏ ? ଦିଅଁ ଖାଇ ଖଟୁଳି ଗିଳି ଗଲେ

25-Jun-2022



 ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ଆଜି ସରକାରଙ୍କ ସମବାୟ ସମିତି ନିବନ୍ଧକ ବା ଆରସିଏସ୍ ରାଜ୍ୟର ୧୫୭ ଟି ପେକ୍ସକୁ ତୁରନ୍ତ ବନ୍ଦ କରିଦେବାକୁ ଡିଆରସିଏସ ବା ଜିଲ୍ଲାର ସମବାୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଥିବା ପ୍ରକାଶ ପାଇଛି । ଏଥିରେ ରାଜ୍ୟର ସର୍ବାଧିକ ବଲାଙ୍ଗୀର ଜିଲ୍ଲାର ୬୦ ଟି ଓ ସୋନପୁର ଜିଲ୍ଲାର ୧୨ ଟି ଅନ୍ତର୍ଭୁକ୍ତ । ଗତ ୨୦୧୪ରୁ ରାଜ୍ୟର ୧୬୨ଟି ପେକ୍ସକୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ୮ ବର୍ଷ ଧରି ଏହି ସରକାରୀ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା । ଏବେ ଏହି ନିର୍ଦ୍ଦେଶ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଏବେ ନୂତନ ସମବାୟ କର୍ମକର୍ତ୍ତାଙ୍କ ନିର୍ବାଚନ ଚାଲିଛି । କେତେକ ସ୍ଥାନରେ ସରିଲାଣି । 

ଅଧିକାଂଶ ପେକ୍ସରେ ଦୁର୍ନୀତି ସୀମାଲଙ୍ଘନ କରିଥିବା ଓ ଚାଷୀ ଶୋଷଣର ଗନ୍ତାଘର ପାଲଟିଥିବା ଏବଂ ଋଣ ଆଦାୟରେ ବିଫଳତା ଏହାର କାରଣ ବୋଲି ଦର୍ଶାଯାଇଛି । ତେବେ ଏହା କେତେଦୂର ସତ୍ୟ , ଲୋକେ ଭଲଭାବରେ ଜାଣନ୍ତି । ଚାଷୀଙ୍କ ଅପେକ୍ଷା ଏହି ଗୋଲାଗୁଡିକ ଅଧିକନ୍ତୁ ଜାଲ୍ ଚାଷୀ , ଦଲାଲ , ବେପାରୀ , ଅସାଧୁ କର୍ମଚାରୀ , ଦୁର୍ନୀତିଗ୍ରସ୍ତ ତଥାକଥିତ କର୍ମକର୍ତ୍ତା ବା କୁଜିନେତାଙ୍କ ଆଡ୍ ଡା ସ୍ଥଳୀ ପାଲଟିଥିଲା ।  ତେଣୁ ଏହାକୁ ଚାଷୀର ସ୍ବାର୍ଥବିରୋଧୀ କୁହାଯାଇ ଯେତେ ରାଜନୀତି କରାଗଲେ ବି ଜଳନ୍ତାନିଆଁ ପରି ସତ୍ୟକୁ ପାଉଁଶରେ ଢଙ୍କାଯାଇ ପାରିବ ନାହିଁ ।

ଧାନ କିଣାବିକା ବା ମଣ୍ଡି , ଋଣ , ବିହନ , ସାର ଆଦି କାରବାରରେ ଏହି ମହତ୍ ଉଦ୍ଦେଶ୍ୟରେ ଗଠିତ ସମବାୟ ସଂସ୍ଥାଗୁଡ଼ିକରେ ଯାବତୀୟ କେଳେଙ୍କାରୀ କରାଯାଇ ଆସୁଥିବା କିଏ ନଜାଣେ  !

ବିଗତବର୍ଷମାନଙ୍କରେ ଏହି ଦୁଇଜିଲ୍ଲାର ପେକ୍ସ ଓ ବ୍ୟାଙ୍କ୍ ମାନଙ୍କରେ ଗାଦିମାଡି ବସିଆସିଥିବା   କର୍ମକର୍ତ୍ତା ଓ ଅଧିକାରୀ ବନାମ କର୍ମଚାରୀଙ୍କ କାର୍ଯ୍ୟକଳାପ ଦାଣ୍ଡରେ ପଡି ହାଟରେ ଗଡଗଡେଇଛି । ତେଣୁ 'ମାର୍ ମାର୍ ଭଣ୍ଡାରିଆକୁ ମାର୍ ' ନୀତିରେ ସେଭଳି ଦୁର୍ନୀତିଗ୍ରସ୍ତଙ୍କର ଲୁଣ୍ଠନ ନିମନ୍ତେ ଜିଲ୍ଲାର ପ୍ରକୃତଚାଷୀଙ୍କର ପେଟକୁ ଲାତ ମାରିବା ପାଇଁ ଦାୟୀ କିଏ  ? ସର୍ବୋପରି ପେକ୍ସରେ ତାଲା ପଡିଗଲେ , ନବ ନିର୍ବାଚିତ କର୍ମକର୍ତ୍ତା ମାନେ କଣ କରିବେ , ଏହା ଏକ ପ୍ରଶ୍ନବାଚୀ ହେଇ ଠିଆ ହେବ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026

You Might Also Like