-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଦୁର୍ଗା ମଣ୍ଡପ ଠାରେ ଯୋଗ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି ।ଉକ୍ତ ଶିବିରରେ ଅତିଥି ଭାବେ ଶିକ୍ଷକ ପବିତ୍ର ମୋହନ ପାସା ଯୋଗ ଦେଇ ଯୋଗ ଦିବସ ପାଳନ ର ଉଦେଶ୍ୟ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ଯୋଗ ଗୁଡିକ ଉପରେ ଅଭ୍ୟାସ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ କୁମାର ମିଶ୍ର, ସୁମନ୍ତ ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା ସମେତ ଦୁଇ ଶହ ନବେ ଜଣ ଭଉଣୀ/ଭାଇ ଅଂଶ ଗ୍ରହଣ କରିଥିଲେ।