-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-Jun-2022
ମୁରିବlହାଲ// ମୁରିବାହାଲ ବ୍ଲକ ଅଫିସ ସମ୍ବୁଖରେ ମୁରିବlହାଲ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ର ରାହୁଲ ଗାନ୍ଧୀଙ୍କ ଉପରେ ଇ. ଡି ର ଆକ୍ରୋଶ ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମୁରୀବାହ।ଲ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରଫୁଲ୍ଲ ବଘlର ଙ୍କ ସଭାପତିିତ୍ବରେ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଂଗ୍ରେସର ରାହୁଲ
ଗାନ୍ଧୀଙ୍କ ଉପରେ ଇ.ଡି ର ଆକ୍ରୋଶ ବିରୋଧରେ ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବହାଲ୍ ବ୍ଲକ କଂଗ୍ରେସ ଉପସଭାପତି ବିଭୀଷଣ ମହାନନ୍ଦ, କିଶ।ନ ସେଲ୍ ସଭାପତି ଗିରିଧାରୀ ସାହୁ, ତପି ସାହୁ, ଅନିଲ ଜୈନ୍, ଗୁର୍ମେଲ୍ ସିଂ, ବୁଲୁ ବିଶି, ବିରେନ୍ଦ୍ର ନାରାୟଣ ବହିଦାର, ପର୍ମା ମହାନ୍ତି, ଉମେଶ ବର୍ମା, ନରେନ୍ଦ୍ର ବଞ୍ଛୋ ର, ଯଦୁ ଅଗସ୍ତି, ଯଦୁ ତାଣ୍ଡି,, ବାସୁଦେବ ପ ଧାନ୍, ପ୍ରଦୀପ ସୁନା, ପିତ ବେହେରା ସମେତ ବହୁ କଂଗ୍ରେସ କର୍ମୀ ଏହି ପ୍ରତିବାଦ ବିକ୍ଷୋଭରେ ସାମିଲ ହୋଇଥିଲେ।