-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ରାମେଶ୍ୱର ଓ ସ୍ମଶାନ ଚଣ୍ଡୀ ମନ୍ଦିର ପୂଜକଙ୍କ ପରଲୋକ- ସୋନପୁର ସହରରେ ଶୋକ

17-Jun-2022



ସୁବର୍ଣ୍ଣପୁର//  ରାଜା ରାଜୁଡା ସମୟର ସୋନପୁର ବସଷ୍ଟାଣ୍ଡର ଖୁବ ପରିଚିତ ପାନ ଦୋକାନୀ ଅତର ବ୍ୟବସାୟୀ ତଥା ଅବସରପ୍ରାପ୍ତ ପୌର କର୍ମଚାରୀ ଗୋପୀନାଥ ନାଏକ (ଗୋପୀ ବାବା) ଆଉ ନାହାନ୍ତି l ଗତକାଲି ମଧ୍ୟାହ୍ନରେ  ୮୭ ବର୍ଷ ବୟସରେ ସେ ହୃଦଘାତରେ ପ୍ରାଣତ୍ୟାଗ କରିଛନ୍ତି lସୀତାରାମ  ସୀତାରାମ  ବୋଲି ଡାକିଲେ ସେ  ଜଣେ ସାଧୁଙ୍କ ଭଳି ସୀତାରାମ ବାବା ବୋଲି  ଡାକ ଦିଅନ୍ତି l ରାମେଶ୍ୱର ବାବା ଓ ମା କାଳୀଙ୍କୁ ଦର୍ଶନ କରିବା ପୂର୍ବରୁ ଆଗେ ବାବାଙ୍କ ମନ୍ଦିରରୁ ଲୋକେ ସୀତାରାମ କହି  ଡାକ ଦିଅନ୍ତି l ଆଉ ସେ ନଦୀ ପଟ ମନ୍ଦିରରେ ହସ ହସ ମୁହଁରେ ସୀତାରାମ ବୋଲି ଜୋର ସେ ଉତ୍ତର ଦେଲେ ତାଙ୍କ ହସ ହସ ମୁହଁ ଦେଖିଲେ ପ୍ରତ୍ୟେକ ଭକ୍ତଙ୍କ ମନରେ ଗୋଟାଏ ଦୃଢ଼ ଆତ୍ମବିଶ୍ୱାସ ଟିଏ ଚାଲିଆସେ l ଯେ ସ୍ୱଚ୍ଛ ଓ ନିଷ୍ଠାପର ପୂଜକ ଗୋପୀ ବାବା ମା କାଳୀଙ୍କ ପାଖରେ ଅଛନ୍ତି ସେ ପୂଜା କଲେ ମା ଆମ ଗୁହାରି ନିଶ୍ଚୟ ଶୁଣିବେ l ଏକଥା କେବଳ ସୋନପୁର ବାସୀ ନୁହେଁ ବହୁ ଦୂରଦୁରାନ୍ତରୁ  ମା ଙ୍କୁ ପୂଜା ଓ ଦର୍ଶନ ଲାଗି  ଆସୁଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଖୁସିରେ ଆତ୍ମ ବିଭୋର ହୋଇ କହିଥାନ୍ତି ଗୋପୀ ବାବାଙ୍କୁ l ବାବାଙ୍କ ସେଇ ହସ ହସ ମୁହଁ ର ମିଠା କଥା ନିଷ୍ଠା, ତ୍ୟାଗ, ରୀତି ନୀତି ଓ ସ୍ୱଚ୍ଛତାର ସହ ମାତ୍ର ୧୩ ବର୍ଷ ବୟସରୁ ଆଜି ଯାଏ ରାମେଶ୍ୱର ବାବାଙ୍କ ପୂଜା ଓ ଦୀର୍ଘ ୪୫ ବର୍ଷ ଯାଏ ମା କାଳୀଙ୍କ ସେବା  ପୂଜାର୍ଚନା ଭକ୍ତ ମାନେ ସବୁ ଦିନ ମନେ ରଖିବେ l ମନ୍ଦିରମାଳିନୀ ସହରର ଅନ୍ୟ ପୂଜକ ମାନଙ୍କୁ ମଧ୍ୟ ଖୁବ ପ୍ରେରଣା ଦେବ l ସୋନପୁର ମୁଖ୍ୟ ଚିକିତ୍ସାଳୟରେ  ଗୋପୀ ବାବାଙ୍କ ମୃତ୍ୟୁ ବେଳେ ତାଙ୍କ ଦୁଇ ପୁଅ, ଚାରି ଝିଅ ଜ୍ୱାଇଁ ଓ ପୁତ୍ରବଧୂ ଶ୍ରୀମନ୍ତିନୀ, ନାତି ନାତୁଣୀ ଉପସ୍ଥିତ ଥିଲେ l ଶ୍ରୀ ରାମେଶ୍ୱର ସ୍ମଶାନ ଘାଟରେ ଗୋପୀ ବାବାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏ ଖବର ରେ ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, କଈରୁ ସ୍ୱାଇଁ, ଦୈମୟନ୍ତୀ ବାରିକ, ନୂତନ ଅଧ୍ୟକ୍ଷ ତାମସୀ ତାମସ୍ମିତା ନାଏକ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର, ଓ କର୍ମକର୍ତ୍ତା, ପୌର କର୍ମଚାରୀ, ରାମେଶ୍ୱର ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ସଦସ୍ୟ ଲଡ଼ୁ ମଲ୍କିକ, ମନୋରଞ୍ଜନ ତ୍ରିପାଠୀଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like