-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

ଗାଁ ର ଜଳଚର ଜମି ଉପରେ ଲୋଲୁପ ଦୃଷ୍ଟି, ଦୀର୍ଘ ଦିନର ନ୍ୟାୟିକ ଲଢେଇ ପରେ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ କବଳରୁ ମୁକୁଳିଲା ସରକାରୀ ଜମି, ଖୁସି ର ବାତାବରଣ ଭିତରେ ଜିଲ୍ଲା ପ୍ରଶାସନ କୁ କୃତଜ୍ଞତା ଜଣାଇଲେ ଭରତବାହାଲ ଗ୍ରାମବାସୀ

15-Jun-2022



ବଲାଙ୍ଗିର / ଦୀର୍ଘ ୩ ବର୍ଷ ଧରି ସରକାରୀ ଜଳଚର ଜମିକୁ ଜବରଦଖଲ କରି ଗାଁ ଲୋକଙ୍କୁ ହଇରାଣ କରି ଆସୁଥିଲା l ଏପରିକି ନିଜର ସ୍ଵାର୍ଥ ରକ୍ଷା ଗାଁ ଭିତରକୁ ଯାଇଥିବା ନାଳକୁ ପୋତି ଦେଇ ଥିଲେ ଏହି ଯୁବକ ଜଣକ l
ଏକ ଲମ୍ବା ଲଢେଇ ପରେ ଜବର ଦାଖଲକାରୀଙ୍କ ହାତରୁ ମୁକ୍ତ ହୋଇଛି ଜଳଚର ଜମି l 
 ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କୁରୁଲ୍ ପଞ୍ଚାୟତ ଭରତ ବାହାଲ ଗାଁ ରେ  l  କୁରୁଲ ପଞ୍ଚାୟତ ବାସୀନ୍ଦା ଘାସିରାମ ପଟେଲ ଭରତ ବାହାଲ ଗାଁ ର ୧ ଏକର ୮ ଡିସିମିଲ ପରିମିତ ତେନ୍ତୁଳିମୁଣ୍ଡା ମୁଡl କୁ ଜବରଦଖଲ କରି ଏଠାରେ ଚାଷ କରି ଆସୁଥିଲା l ଏପରକି ପାଖରେ ଥିବା ନାଳ କୁ ବନ୍ଦ କରି ଦେଇ ଗାଁ ଭିତରକୁ ପାଣି ପ୍ରବେଶ କରିବାରେ ବାଧା  ସ୍ରୁଷ୍ଟି କରୁଥିଲେ ଘାସିରାମ l ଗାଁବାସୀ ଏ ନେଇ ଘାସିରାମକୁ ଅଭିଯୋଗ କଲା ପରେ ମଧ୍ୟ ଗାଁବାସୀଙ୍କ କଥା ଶୁଣି ନ ଥିଲେ l କୁଆଡେ ଏହି ବ୍ଯକ୍ତି ଜଣକ ସ୍ଥାନୀୟ ସରପଞ୍ଚ, ଓ ମନ୍ତ୍ରୀଙ୍କ ପାଖ ଲୋକ ତେଣୁ ଏମାନଂକର ବଳରେ ବଳିୟାନ ହୋଇ ଏ ବ୍ୟକ୍ତି ଜଣକ ନିଜର ମନମାନୀ ଚଳାଇ ଆସୁଥିଲେ l  ଗାଁ ବାସୀଙ୍କ ଅନୁସାରେ କୁଆଡେ କୁରୁଲ ସରପଞ୍ଚ  ସିଧାସଳଖ ନିଜ ଲେଟର୍ ପେଡ଼ ରେ ଘାସିରାମଙ୍କ ଜବରଦଖଲ ବଳବତ୍ତର ରହିବାରେ କୌଣସି ଅସୁବିଧା ନାହିଁ ବୋଲି ତହସିଲଦାରଙ୍କୁ ଜଣାଇ ଥିଲେ l ଏହି ଅସାଧୁ ବ୍ୟକ୍ତିଙ୍କ ଅନୈତିକ ଓ ଗାଁ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ସାରା ଭରତବାହାଲ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ l ଗାଁ ଭିତରକୁ ଆସୁଥିବ ପାଣି ସ୍ରୋତ ବନ୍ଦ

ହୋଇଯାଇଥିବା ଯୋଗୁଁ ଗାଁ ର ନୂଆଁ ବନ୍ଧ୍ ଶୁଖିଲା ହୋଇ ପଡିଛି l  ବନ୍ଧକୁ ମୋଟର ପମ୍ପ ଲଗାଇ ଗ୍ରାମବାସୀ ଆତି ଦୟନୀୟ ଭବରେ ଗାଧୋଇବା କାମ କରୁଛନ୍ତି l ତେବେ ଜଳଚର ଜମିକୁ ନିଜ ଅକ୍ତିଆରରେ ରଖିବା ପରି ଏକ ହୀନ ଚକ୍ରାନ୍ତ ବିରୁଦ୍ଧରେ ଶେଷରେ ଭରତ ବାହାଲ ଗ୍ରାମବାସୀ ଏକଜୁଟ ହୋଇଛନ୍ତି l ଏ ସଂକ୍ରାନ୍ତରେ ପୁଇଁତଳା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କଲା ପରେ ତହସିଲଦାର ଘଟଣାସ୍ଥଳରେ ପହଂଚି ଜମିର ଡିମାର୍କେସନ୍ କରିଛନ୍ତି l ଦୀର୍ଘ ବର୍ଷର ଲଢେଇ ପରେ ବର୍ତ୍ତମାନ ଏହି ଜମି ଗାଁବାସୀଙ୍କ ହାତକୁ ଯାଇଥିବାରୁ ଗାଁ ବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି l ଆଜି  ପୁଇଁତଳା ତହସିଲଦାରଙ୍କ ଉପସ୍ଥିତିରେ ଏହି ମୁଡl ର ଉନ୍ନତିକରଣ ଓ ମାଟି କାମ ଆଗେଇ ଥିଲାl l ମୂଲ୍ୟବାନ ତେନ୍ତୁଳିମୁଣ୍ଡା ଜଳଚର ଜମି ଗାଁ ବାସୀ ଫେରି ପାଇଥିବାରୁ ଜିଲ୍ଲାପ୍ରଶାସନଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି l ଅନ୍ୟପକ୍ଷରେ ଆାଗାମୀ ଦିନରେ ଏହି ସରକାରୀ ଜଳଚର ଜମି ଯଦି କେହି ହଡ଼ପ କରିବା ପାଇଁ ଚେଷ୍ଟା କରେ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like