-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ଉନ୍ଦେର ନଦୀ ବାଲି ଚାଳାଣକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ପରେ ଚେଇଁଲା ରାଜସ୍ବ ବିଭାଗ, ଦୁଇ ହାଇୱା କୁ ଫାଇନ୍ , ଚେକିଂ କେବଳ ଧର୍ମକୁ ଆଖିଠାର

14-Jun-2022



ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଙ୍ଗୋମୁଣ୍ଡା ବ୍ଲକର ମାଟି ଉପରେ ଯେତିକି ଖଣିଜ ସମ୍ପଦ ଅଛି ମାଟି ତଳେ ସେତିକି। ଆଉ ବର୍ଷ ବର୍ଷ ଧରି ଏହି ଖଣିଜ ସମ୍ପଦର ହରିଲୁଟ ଚାଳିଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅସୁବିଧାକୁ ଭିତ୍ତିକରି ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପରିବେଷଣ କରି ପ୍ରଶାସନିକ କଳର ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ ଆରମ୍ଭ କରିଥିଲେ। ତେବେ ସୋମବାର ସିନ୍ଧେକେଲା ରାଜସ୍ବ ନିରୀକ୍ଷକଙ୍କ ନେତୃତ୍ବରେ ସିନ୍ଧେକେଲା-

ବଙ୍ଗୋମୁଣ୍ଡା ରାସ୍ତାରେ ବାଲି ବୋଝେଇ ଗାଡିଗୁଡିକୁ ଧରପଗଡ ଆରମ୍ଭ କରିଥିଲେ। ଏହାର ଖବରପାଇ ବହୁ ଗାଡି ବାଟ ବଦଲାଇ ଚାଳି ଯାଇଥିବା ବେଳେ କେବଳ ଦୁଇଟି ବାଲି ବୋଝେଇ ହାଇୱା ଓଡି-୧୮ ଏଫ ୯୬୫୪ ଏବଂ ଏମପି-୧୯ ଏଚଏ ୩୪୦୭  ଧରା ପଡିଥିଲେ। ସେହି ଗାଡି ଗୁଡିକରେ ଢାଙ୍କୁଣୀ ଦେଇ ନ ଥିବାରୁ ୧୦ ହଜାର ଟଙ୍କା ଲେଖାଏଁ ଫାଇନ୍ କାଟିଥିଲେ ରାଜସ୍ବ ନିରୀକ୍ଷକ। ଦୁଇ ଗାଡିରେ ଟ୍ରାନଜିଟ ପାସ୍ 

ଥିଲା ହେଲେ ଗୋଟିଏ ଗାଡିର ଡ୍ରାଇଭର ଆଗକୁ ଧରପଗଡ ହେଉଥିବା ଦେଖି ଟ୍ରାନଜିଟ ପାସରେ ତାରିଖ ଓ ସମୟ ବସାଇ ଗାଡିରୁ ଓହ୍ଲାଇ ଦେଖାଇଥିବା ପାଖରେ ଥିବା ଦେଖଣାହାରୀ ମାନେ ନିଜନିଜ ମଧ୍ଯରେ କଥା ହେଉଥିବା ଦେଖା ଯାଇଥିଲା। ଏହା ଜାଣିବା ପରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଟ୍ରାନଜିଟ ପାସର ଫଟୋ ଓ ଭିଡିଓ ଉତ୍ତୋଳନ କରି ଅଲଗା ଅଲଗା କଲମରେ ଲେଖା ଯାଇଥିବା ଯୋଗୁଁ ଟ୍ରାନଜିଟ ପାସ୍ ର କାଳି ମିଶୁନଥିବା ସନ୍ଦେହ କରି ହାଇୱା ଚାଳକଙ୍କ ପ୍ରତିକ୍ରିୟା ନେଇଥିଲେ। ତେବେ ଚାଳକ ଜଣକ ଅଲଗା କଲମରେ ଲେଖା ହୋଇଥିବା ଓ ନିଜେ ଲେଖିଥିବା ମାନିଥିଲେ କିନ୍ତୁ ସେ ବାଲି ଘାଟରୁ ହିଁ ଲେଖି ଆଣିଥିବା କହିଥିଲେ। ଏଥିରୁ ସ୍ପଷ୍ଟ ଯେ ଟ୍ରାନଜିଟ ପାସରେ ଆଗରୁ ସବୁ ଲେଖା ଯାଇଥାଏ କେବଳ ସମୟ ଓ ତାରିଖ ପରେ ଚଢା ଯାଇଥାଏ। ଏ ବିଷୟରେ ଧରପଗଡ ରେ ଆସିଥିବା ରାଜସ୍ବ ନିରୀକ୍ଷକ ଦୁଲ୍ଲବ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ସେ ବଙ୍ଗୋମୁଣ୍ଡା ତହସିଲଦାର ଙ୍କୁ ବାଳି ଘାଟରୁ କଟା ଯାଉଥିବା ରସିଦ ମାନଙ୍କ ଉପରେ ସନ୍ଦେହ ହେଉଥିବା କହିଛି ତେବେ ଯାହା ପଦକ୍ଷେପ ସେ ହିଁ ନେବେ ବୋଲି କହିଥିଲେ। ଆଜିର ଧରପଗଡ ରେ କେବଳ ଦୁଇଟି ଗାଡିରୁ ୨୦ ହଜାର ଟଙ୍କାର ଫାଇନ କରାଯାଇଛି। ଦୁଇଟି ଗାଡିରେ ଧରପଗଡ ଶେଷ ହୋଇଥିବା ଯୋଗୁଁ ଏହା କେବଳ ଧର୍ମକୁ ଆଖିଠାର ବୋଳି ଦେଖଣାହାରୀ ମାନେ ନିଜନିଜ ମଧ୍ଯରେ ଚର୍ଚ୍ଚା କରୁଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like