-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
ବେଲପଡ଼ା, (ନିରୋଜ ପଟେଲ) - ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମଧ୍ୟ୍ୟପୁର ପଞ୍ଚାୟତ କେନକେବା ଶିବ ମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗିର ଜୟ କିସାନ କୃଷକ ସଂଗଠନ ର ଆହ୍ୱାନକ୍ରମେ ଏକ ବିରାଟ ଚାଷୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି!
ଏଥିରେ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଅଧକ୍ଷ ଲିଙ୍ଗରାଜ ପଧାନ, ସମ୍ପାଦକ ରମେଶ ମହାପାତ୍ର ହର ବଣିଆଁ ଯୋଗ ଦେଇ ଚଳିତ ବର୍ଷ ଧାନମଣ୍ଡି ବ୍ୟବସ୍ତା ର ସୁଧାର ଓ ସୁପାରୀଚାଳନା ଉପରେ ମତ ପ୍ରକାର କରିଥିଲେ!
କଟନି ଛଟନି ଓ ଟୁକନ ଅବ୍ୟବସ୍ଥା କୁ ବିରୋଧ କରିବାପାଇଁ ଆନ୍ଦୋଳନ ର ଡାକରା ଦିଆ ଯାଇଥିଲା!