-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2022
ବରଗଡ଼ -ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ର ଗୋବିନ୍ଦପାଲି ର ସୁଶୀଲ କୁମାର ଦାଶ ଙ୍କ ପୁଅ ସ୍ଵସ୍ତିକ କୁମାର ଦାଶ ଇସ୍ରୋ ପରିଦର୍ଶନ କରି ଫେରିବା ଖବର ପାଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ତାଙ୍କ ବାସଭବନ ରେ ପହଞ୍ଚିଛି ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି ଏହି ଅବସରରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଆଜୀବନ ସଦସ୍ୟ ଶ୍ରୀ ସୁରେଶ କୁମାର ମହାନନ୍ଦ ଓ ଇନ୍ଦ୍ରଜିତ ପ୍ରଧାନ ଓ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଉପସ୍ଥିତ ରହି ସମ୍ମାନିତ କରିଯିବା ସହ ଶୁଭେଚ୍ଛା ଜଣାଇଛନ୍ତି