-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
23-May-2022
ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରିମାଲ ରେ ଚବିଶପ୍ରହରୀ ନାମ ଯଜ୍ଞ ପାଇଁ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ଗାଁ ର ତଥା ଆଖ ପାଖ ଗ୍ରାମର ମାଆ ଭଉଣୀ ମାନେ ସହ ସହ ସଂଖ୍ୟା ରେ ଏକତ୍ରିତ ହୋଇ
ସଂକୀର୍ତନ ଦଳ ସହ ଶଙ୍ଖ ଘଣ୍ଟ ଗିନି ମୃଦଙ୍ଗ ବଜାଇ ହୁଳ ହୁଲି ଦେଇ ଏକ ବିରାଟ ଶୋଭାଯାତ୍ରା ରେ ପବିତ୍ର ପାଣି ଆଣି ଯଜ୍ଞ ପୀଠ ରେ ସ୍ଥାପନ କରିଛନ୍ତି ଓ ନାମ ସଂକୀର୍ତନ ଆରମ୍ଭ ହୋଇ ଯାଇଛି । କର୍ତ୍ତା ଭାବରେ ଟିକେଲାଲ ସାହୁ ଓ
ତାଙ୍କ ସହଧର୍ମିଣୀ ଶକୁନ୍ତଳା ସାହୁ ଦାଇତ୍ୱ ତୁଲାଉ ଛନ୍ତି |ଗାଁ ର ଚାରି ପାଖରେ ଜଙ୍ଗଲ ଥିବାରୁ ହରି ନାମ ଚାରି ଆଡେ ପ୍ରକମ୍ପିତ ହେଉଛି