-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ) ବ୍ରହ୍ମପୁର ନବ ଜୀବନ ଅନାଥଶ୍ରମରେ ଓଡ଼ିଶା ବ୍ରାହ୍ମଣ ସମିତି ପକ୍ଷରୁ ପ୍ରତି ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ପ୍ରକାର ସୁସ୍ଵାଦୁ ରନ୍ଧା ଖାଦ୍ୟ, ପିଠାପଣା ଓ ସୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ଆଜି ମଧ୍ୟ ଖାଦ୍ୟ ବଣ୍ଟନ କରାଯାଇଛି। ଅନାଥ ପିଲା ଯେପରି ଅନୁଭବ କରନ୍ତି ଯେ ଆମେ ଅନାଥ ଆମର କେହି ନାଁହାନ୍ତି ଏଥିପାଇଁ ଓଡ଼ିଶା ବ୍ରାହ୍ମଣ ସମିତି ପକ୍ଷରୁ ଛୋଟ ପ୍ରୟାସ ଜାରି ରିରହିଛି। ଆଜି ଏହି କାର୍ଯ୍ୟକ୍ରମରେ ଓଡିଶା ବ୍ରାହ୍ମଣ ସମିତି ର ସଭାପତି ପ୍ରଚାର୍ଯ୍ୟ ମନୋଜ ପାଣିଗ୍ରାହୀ, ପ୍ରଭାରୀ ରାମକୃଷ୍ଣ ତ୍ରିପାଠୀଓ ସହ ପ୍ରଭାରୀ ବିଭୁପ୍ରସାଦ ଷଡଙ୍ଗୀ ଯୋଗଦାନ କରି ଅନାଥ ପିଲା ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ।