-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ରେଙ୍ଗାଲି,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ସ୍ଥିତ ଠେଲକୋଲେଇ ଭୂଷଣ କାରଖାନାରେ ଆଜି ଦୁର୍ଘଟଣା ଘଟିଛି l ପାୱାର ପ୍ଲାଣ୍ଟର ବଏଲର ବ୍ଲାଷ୍ଟ ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାଯାଇଛି l ତେବେ ଏହି ଦୁର୍ଘଟଣା ରେ ୮ ଜଣ ଆହତ ଏବଂ ଜଣେ ଗୁରୁତର ଥିବା ଜଣାଯାଇଛି l ଗୁରୁତର ଆହତ ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଆହତ ଏବଂ ଗୁରୁତରଙ୍କ ପରିଚୟ ମିଲିପାରିନାହିଁ।