-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-May-2022
ଟିଟିଲାଗଡ଼ (ଅନୀଲ କୁମାର ତ୍ରିପାଠୀ) ଟିଟିଲାଗଡ ରୁ କେସିଙ୍ଗା ପଟ କୁ ଯାଇଥିବା ରେଳ ଧାରଣା ୨୦୬ ନଂ ମାଇଲ ଖୁଣ୍ଟ ନିକଟରୁ ଜିଆରପି ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛି ।ମୃତ ଯୁବକ ଜଣକ ଟିଟିଲାଗଡ ହାଇସ୍କୁଲ ପଡ଼ା ନିବାସୀ ମ୍ୟାନେଜର ପୁଟେଲ ଙ୍କ ପୁଅ ଉତ୍ତମ ପୁଟେଲ,୩୨ ବର୍ଷ ଏବଂ ସେ ଗତ ବିଳମ୍ବିତ ରାତିରେ କେସିଙ୍ଗା ପଟୁ ଆସୁଥିବା ଜଗଦଲପୁର ଏକ୍ସପ୍ରେସ ସମ୍ମୁଖ କୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି ।ଜିଆରପି ଏ ଏସ ଆଇ ବିଭୂତି ଭୂଷଣ ବିଶ୍ଵାଳ ଘଟଣାସ୍ଥଳ ରୁ ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ଜିଆରପି ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।