-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ତା. ୧୯. ୧୧.୨୦୨୦ ବଲାଙ୍ଗିର ଜିଲ୍ଲାରେ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବଲାଙ୍ଗିର ସହରରୁ ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।
(୧) ବଲାଙ୍ଗିର ସହରର ୱାର୍ଡ ନଂ.୬ରୁ-୧, ୧୫ରୁ-୧, ୧୯ରୁ-୧,ଓ ୨୦ରୁ-୧
(୨) ଆଗଲପୁର ବ୍ଲକ୍ ରୁ-୧ ଜଣ
(୩) ବଙ୍ଗୋମୁଣ୍ଡା ବ୍ଲକ୍ ରୁ-୫ଜଣ
(୪) ବେଲପଡା ବ୍ଲକ ରୁ - ୬ଜଣ
(୫)କଣ୍ଟାବାଂଜି ଏନ୍ଏସି ୱାର୍ଡ ନଂ.୧୪ ରୁ-୧ ଜଣ
(୬) ଖପ୍ରାଖୋଲ ବ୍ଲକ୍ ରୁ-୫ ଜଣ
(୭) ଲୋଇସିଂହା ବ୍ଲକ ରୁ-୧ ଜଣ
(୮) ମୁରିବାହାଲ ବ୍ଳକ ରୁ-୩ ଜଣ
(୯) ପାଟଣାଗଡ଼ ଏନ୍ଏସି ରୁ ୧ ଓ ଗ୍ରାମାଞ୍ଚଳରୁ-୨ ଜଣ
(୧୦) ପୁଇଁନ୍ତଲା ବ୍ଲକ ରୁ-୧ ଜଣ
(୧୧) ସଇଁନ୍ତଲା ବ୍ଲକ ରୁ-୨ଜଣ
ଆଜି ପର୍ଯ୍ୟନ୍ତ ଜିଲାରେ ୭୭୨୯ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୩୨୨ ଜଣ ସୁସ୍ଥ ହୋଇଛନ୍ତି । ଓ ୩୭୪ ଜଣ ଏକ୍ଟିଭ୍ ଅଛନ୍ତି ।