-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
09-May-2022
ପଦ୍ମପୁର:-ପାଇକମାଲ ବ୍ଳକ ଅନ୍ତର୍ଗତ କେଛୋଦାଦର ଗ୍ରାମ ଠାରେ ଅଞ୍ଚଳବାସୀ ଙ୍କୁ ନେଇ ୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଉଜ୍ଜ୍ୱଳ ତାରକା ଭାବେ ଜନସେବା ରେ ସଦାସର୍ବଦା ଲାଗିରହିଥିବା ବିଜୁଜନତା ଦଳ ର ଯୁବନେତା ଭୋଜରାଜ ସିଂ ବରିହା,ବିଜୁ ଯୁବ ଜନତା ଦଳର ତୁଙ୍ଗ ନେତା ତଥା ସଭାପତି ଗୈାତମ ସିଂ, ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବାସନ୍ତୀ ବାଲମ ଙ୍କୁ ଗ୍ରାମବାସୀ ମାନେ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ।ଏ ଅବସରରେ ଅତିଥି ମାନଙ୍କୁ ଗ୍ରାମବାସୀ ମାନେ ତାଙ୍କ ଗହଣ ରେ ପାଇଁ ଅତ୍ୟନ୍ତ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ୧୬ ପ୍ରହରୀ ରେ ଯୋଗଦାନ କରିଥିବା ସମସ୍ତ କୀର୍ତ୍ତନ୍ୟ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ ।