-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
08-May-2022
ଟିଟିଲାଗଡ଼ (ପ୍ରେରଣା ଖବର) ::ଟିଟିଲାଗଡ଼ ଜଗୁଆ ପଞ୍ଚାୟତ ତୁର୍ଲା ଗ୍ରାମରେ ଷୋହଳ ପ୍ରହରୀ ନାମ ଯଜ୍ଞ ଦୁଇଦିନ ଧରି ଆଜିରୁ ଚାଲୁଅଛି ।
ଟିଟିଲାଗଡର ତୁର୍ଲା ଗ୍ରାମରେ ଆଜିଠୁ ଦୁଇଦିନ ଧରି ଷୋହଳ ପ୍ରହରୀ ନାମ ଯଜ୍ଞ ଆୟୋଜନ କରାଯାଇଛି । ଭକ୍ତମାନଙ୍କର ବେଶ ସମାବେଶ ଦେଖିବାକୁ ମିଳୁଛି। ଦୂରଦୂରାନ୍ତର ରୁ ଗୁରୁ ମାନଙ୍କୁ ଓ ମହିଳାଦଳ କୁ ଆମନ୍ତ୍ରଣ କରାଯାଇଛି । ଗ୍ରାମ ଉତ୍ସବମୁଖରେ ଭରିରହିଛି । ଏହି ଉତ୍ସବରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସାହାର୍ଯ୍ୟ ସହଯୋଗ କରୁଛନ୍ତି।