-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
03-May-2022
ପଦ୍ମପୁର:-ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ ବିଲାସିନୀ ବାରିକଙ୍କ ଅକାଳ ବିୟୋଗ ଘଟି ଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା। ସେ ଏହି କଲେଜରେ ଚତୁର୍ଥ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସେ ମିଷ୍ଟଭାଷୀ ତଥା ଲୋକ ପ୍ରିୟ ଥିଲେ।ସେ ଯୁବ ସାମ୍ବାଦିକ ତଥା ସମାଜ ସେବୀ ଯୁଧିଷ୍ଠିର ବାରିକଙ୍କ ଧର୍ମପତ୍ନୀ ଅଟନ୍ତି।ସେ ତାଙ୍କର ସ୍ବାମୀ ଯୁଧିଷ୍ଠିର ବାରିକ, ଦୁଇ ପୁଅ ଓସିକାନ ,ଓଞ୍ଜାସ, ଶ୍ଵଶୁର କୁଳମଣି,ଶାଶୁ ଉମା ଙ୍କୁ ଛାଡି ଚାଲିଯାଇଛନ୍ତି। ବଡ଼ ପୁଅ ଓସିକାନ ମୁଖାଗ୍ନୀ ଦେଇଥିଲେ।
(ନରହରି ବଗର୍ତ୍ତୀଙ୍କ ରିପୋର୍ଟ)