-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
27-Apr-2022
ବଲାଙ୍ଗୀର(ପ୍ରେରଣା ଖବର) : ଟିଟିଲାଗଡ଼ରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି ହତ୍ୟାକାଣ୍ଡ I ଅପହରଣ କରି ସମ୍ପର୍କୀୟ ଭାଇକୁ ହତ୍ୟା କରିଥିବା ଜଣାପଡିଛି I ହତ୍ୟାର ଶିକାର ହୋଇଥିବା ନାବାଳକ ମୋହନ କୁମ୍ଭାର ୧୩ ବର୍ଷ ତାଙ୍କଘରେ ଶିରଭଟା ପଡା I ସିକେର ଜଙ୍ଗଳରୁ ଗଳିତ ମୃତ ଦେହ ଉଦ୍ଧାର I ଗତ ୨୩ତାରିଖ ଦିନ ସମ୍ପର୍କୀୟ ଭାଇ ଦ୍ଵାରା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା I ଅଭିଯୁକ୍ତ ଭାଇ ଥାନାରେ ଅଟକ I ଅପହରଣ ପରେ ୧୦ଲକ୍ଷ ଦାବି କରିଥିଲା ଅଭିଯୁକ୍ତ I ଶବ ଜବତ କରି ଟିଟିଲାଗଡ଼ ପୋଲିସ ର ତଦନ୍ତ ଆରମ୍ଭ I