-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
24-Apr-2022
ବରଗଡ /ଅତାବିରା :ପାହାଡଶ୍ରୀଗିଡ଼ାଆଞ୍ଚଳିକଡିଗ୍ରୀମହାବିଦ୍ୟାଳୟଓବିକାଶମଲ୍ଟିସ୍ପେଶାଲିଟିହସ୍ପିଟାଲ୍ପକ୍ଷରୁମିଳିତଭାବରେମହାବିଦ୍ୟାଳୟପରିସରରେଏକମେଗାସ୍ୱାସ୍ଥ୍ୟଶିବିରଅନୁଷ୍ଠିତହୋଇଯାଇଅଛି ।ଏହିଶିବିରକୁବିକାଶଗ୍ରୁପରଅଧ୍ୟକ୍ଷଡି. ମୁରଲୀକ୍ରିଷ୍ଣାଓଅତାବିରାବ୍ଲକ୍ଅଧ୍ୟକ୍ଷାଗୀତାଞ୍ଜଳୀନାୟକମିଳିତଭାବରେଉଦ୍ଘାଟନକରିଥିଲେ ।ଏହିସ୍ୱାସ୍ଥ୍ୟଶିବିରରେଆଜିବିକାଶମଲ୍ଟିସ୍ପେଶାଲିଟିହସ୍ପିଟାଲ୍ପକ୍ଷରୁମାଗଣାରେଡାକ୍ତରୀସେବାସାଙ୍ଗକୁ, ଇସିଜି, ମଧୁମେହପରୀକ୍ଷା, ଶରୀରଭିତରବିଭିନ୍ନପରିସଂଖ୍ୟାନପରୀକ୍ଷା, ମୂତ୍ରପରୀକ୍ଷା, ହିମୋଗ୍ଲୋବିନପରୀକ୍ଷା, ଫୁସ୍ଫୁସ୍ପରିଚାଳନାଜନିତପରୀକ୍ଷାଯୋଗାଇଦିଆଯାଇଥିଲା ।ଏହିଶିବର୍କୁଉଦ୍ଘାଟନକରିବିକାଶଗ୍ରୁପଅଧ୍ୟକ୍ଷଡି. ମୁରଲୀକ୍ରିଷ୍ଣାକହିଥିଲେଯେଏଭଳିଶିବିରଦ୍ୱାରାଜନସାଧାରଣଅଭିଜ୍ଞଡାକ୍ତରଙ୍କୁହାତପାହାନ୍ତାରେପାଇବାସହନିଜରସ୍ୱାସ୍ଥ୍ୟସମ୍ବନ୍ଧୀୟବିଭିନ୍ନସମସ୍ୟାଓତାରସମାଧାନରବାଟପାଇପାରିବେ ।ବିଶେଷକରିଗ୍ରାମାଞ୍ଚଳରେଜନସାଧାରଣରାଜ୍ୟସରକାରଯୋଗାଇଦେଉଥିବାବିଜୁସ୍ୱାସ୍ଥ୍ୟକାର୍ଡରେକିଭଳିସୁବିଧାରହିଛିଏବଂଉଭୟସରକାରୀଓବେସରକାରୀଡାକ୍ତରଖାନାରେକିଭଳିମାଗଣାରେତାରସୁବିଧାନେଇପାରିବେତାହାହିଁଏହିଶିବିରରମୂଳଲକ୍ଷଅଟେ ।ଏହିଶିବିରରେବିକାଶମଲ୍ଟିସ୍ପେଶାଲିଟିହସ୍ପିଟାଲ୍ରଛାତିଓଫୁସ୍ଫୁସ୍ରୋଗବିଶେଷଜ୍ଞଡାକ୍ତରଏନ. ଶ୍ରୀନିବାସ, କିଡନୀରୋଗବିଶେଷଜ୍ଞଡାକ୍ତରସୁଧାଂଶୁଶେଖରଭୋଇ, ଭେଷଜ (ମେଡିସିନ) ବିଶେଷଜ୍ଞଡାକ୍ତରଅନୀଲକୁମାରସାହୁ, ସ୍ତ୍ରୀଓପ୍ରସୂତିରୋଗବିଶେଷଜ୍ଞଡାକ୍ତରବିସ୍ମୟକୁମାରଷଡଙ୍ଗୀ, ଅସ୍ଥିଶଲ୍ୟବିଶେଷଜ୍ଞଡାକ୍ତରଚନ୍ଦ୍ରକାନ୍ତନାୟକ, ଚର୍ମରୋଗବିଶେଷଜ୍ଞଡାକ୍ତରଇପ୍ସିତାଦେବତା, ଦାନ୍ତରୋଗବିଶେଷଜ୍ଞଡାକ୍ତରଶ୍ୱେତାପଟ୍ଟନାୟକଓପାହାଡଶ୍ରିଗିଡାସି. ଏଚ. ସିରଡାକ୍ତରଆରଏସନବୀନକୁମାରପ୍ରମୁଖରୋଗୀମାନଙ୍କସ୍ୱାସ୍ଥ୍ୟପରୀକ୍ଷାକରିବାସହପରାମର୍ଶଦେଇଥିଲେ ।
ଶିବିରପରିଚାଳନାରେବିକାଶହସ୍ପିଟାଲ୍ରମୁଖ୍ୟକାର୍ଯ୍ୟନିର୍ବାହୀଅଧିକାରୀଡାକ୍ତରସିଏଚ୍ରବିକୁମାର, ମାର୍କେଟିଂମ୍ୟାନେଜରସବ୍ୟସାଚୀରୟ, ମହାବିଦ୍ୟାଳୟଅଧ୍ୟାପକଜଗନ୍ନାଥପ୍ରଧାନ, ରମାକାନ୍ତପ୍ରଧାନ, ବୁଦ୍ଧଦେବନନ୍ଦ,କପିଳାସଗୁପ୍ତା, ବିନୟଶର୍ମା, ମନ୍ଟୁସାହୁ, ଦୀପକମାଝୀ,କେଦାରମେହେର,ସରୋଜବାରିକପ୍ରମୁଖସହଯୋଗକରିଥିଲେ ।ଅନ୍ୟମାନଙ୍କମଧ୍ୟରେପାହାଡଶ୍ରିଗିଡାସରପଞ୍ଚଗୀତାଞ୍ଜଳୀପ୍ରଧାନ, ଟାଙ୍ଗରପାଲିସରପଞ୍ଚରୋହିଣୀପ୍ରଧାନପ୍ରମୁଖଉପସ୍ଥିତଥିଲେ ।ଏହିଶିବିରରେଆଜିଭେଷଜବିଭାଗରେ୧୭୮ଜଣ, ଅସ୍ଥିଶଲ୍ୟବିଭାଗରେ୯୬ଜଣ, ଚର୍ମରୋଗବିଭାଗରେ୮୩ଜଣ, ଦନ୍ତବିଭାଗରେ୨୨ଜଣ, କିଡନୀବିଭାଗରେ୬୧ଜଣ, ସ୍ତ୍ରୀଓପ୍ରସୂତିବିଭାଗରେ୧୬ଜଣ, ଛାତିଓଫୁସ୍ଫୁସ୍ୱିଭାଗରେ୬୩ଜଣଙ୍କସମେତମୋଟ୫୨୯ଜଣରୋଗୀଙ୍କସ୍ୱାସ୍ଥ୍ୟପରୀକ୍ଷାକରାଯାଇଥିଲା ।
ଏହିଶିବିରରେପରୀକ୍ଷିତହୋଇଥିବାସମସ୍ତଜନସାଧାରଣଙ୍କୁବିକାଶମଲ୍ଟିସ୍ପେଶାଳିଟିହସ୍ପିଟାଲ୍ପକ୍ଷରୁଗୋଟିଏଥରମାଗଣାଡାକ୍ତରପରାମର୍ଶଓବିଜୁସ୍ୱାସ୍ଥ୍ୟକାର୍ଡଧାରକଙ୍କୁମାଗଣାରେଚିକିତ୍ସାସେବାଯୋଗାଇଦିଆଯିବବୋଲିସୂଚନାଦିଆଯାଇଛି ।