-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ହ ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ) : ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିରରେ l ବଲାଙ୍ଗିର ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ପ୍ରଥମ ବର୍ଷ ଏମ଼୍ ବି ବି ଏସ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି।
ମୃତକ ଜଣକ ହରିୟାଣାର ନିଶାନ୍ତ କୁମାା ବୋଲି ଜଣାପଡିଛି l ସେ ନ୍ୟୁ ବଏଜ୍ ହଷ୍ଟେଲରେ ରହୁଥିଲେ। ଦୁର୍ଘଟଣା ନା ଅନ୍ୟ କାରଣରୁ ଛାତରୁ ଖସିପଡ଼ିଲେ ତାହା ଜଣାପଡ଼ିନି।