-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ନାକଟିଦେଉଳ(କନ୍ଦର୍ପ ବେହେରା) -ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶାଖା ତରଫରୁ ଜାତୀୟ ପ୍ରଶାସନୀକ ସେବା ଦିବସ ପାଳନ ହୋଇଯାଇଛି ା ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଦୀପ କୁମାର ବିଶ୍ବାଳ ଅତିଥି ଭାବରେ ଯୋଗ ଦେଇ ସମାଜର ତ୍ରୁଣ ମୂଳସ୍ତରରେ ପ୍ରଶାସନୀକ ସେବାର ଗୁରୁତ୍ବ ସଂପର୍କରେ ଆଲୋଚନା କରିଥିଲେ ା ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ କର୍ମଚାରୀମାନେ କ୍ୟାମ୍ପସ୍ ସଫେଇ କରିଥିଲେ ା ସଫେଇ କାର୍ଯ୍ୟକ୍ରମକୁ ଅଧ୍ୟାପକ ସରୋଜ ଭୁଏ ,ବିନୀତା ମୁର୍ମୁ ,ଜିତେନ୍ଦ୍ରିୟ ପ୍ରଧାନ ,ପୁରୁଷୋତ୍ତମ ବେହେରା ପରିଚାଳନା କରିଥିଲେ ା