-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||     

HOME   ଜିଲ୍ଲା

ବିଶ୍ବ ଐତିହ୍ଯ ଦିବସରେ ଐତିହ୍ଯସମ୍ପନ୍ନ ରାଣୀପୁର ଝରିଆଲ ଯୋଗିନୀ ପୀଠରେ ବିଜେପି ପକ୍ଷରୁ ସ୍ବଛ୍ଛଭାରତ ଅଭିଯାନ, ପୀଠର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ୩ ବର୍ଷ ୩ ମାସ ହେଲା ପରେବି କାମ ଶୁନ, ଦଳୀୟ କର୍ମୀ ଓ ପଦାଧିକାରୀ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?

19-Apr-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ୧୫ ଜାନୁଆରୀ ୨୦୧୯ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ୟର ଐତିହ୍ଯସମ୍ପନ୍ନ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିର ସମୁହ କୀର୍ତ୍ତିରାଜିର ନବୀକରଣ ଓ ସଂରକ୍ଷଣ ପାଇଁ ଶୁଭ ଉଦଘାଟନ କରିଥିଲେ। ମୋଦିଜୀଙ୍କ ସେହି ଘୋଷଣାକୁ ୩ ବର୍ଷ ୩ ମାସ ହେଲାଣି ହେଲେ ସଂରକ୍ଷଣ ଓ ଉନ୍ନତିକରଣ କହିଲେ କେବଳ ପଥର ନିର୍ମିତ ଚାରୋଟି

ଚେୟାର ଓ କିଛି ଲେଖା ହୋଇନଥିବା ଏକ ନାମ ଫଳକ ଛଡା ଉନ୍ନତି ଓ ବିକାଶ ଏହି ପୀଠର ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ୨୦୧୯ ରେ ମୋଦୀଙ୍କ ରାଣୀପୁର ଝରିଆଲ ପୀଠର ଉନ୍ନତିକରଣ ଘୋଷଣା ପରେ ଏହି ଜିଲ୍ଲାରେ ଅବସ୍ଥିତ ଆଉ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ ଓଡିଶା ସରକାର ଉନ୍ନତିକରଣ ପାଇଁ ଘୋଷଣା କରିବା ସହ ହରିଶଙ୍କରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଚାଳୁରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ମଧ୍ଯରେ ବଲାଙ୍ଗୀର ଜିଲ୍ଲାରୁ ଲୋକସଭା ସଦସ୍ଯା ଭାବେ ବିଜେପି ଦଳରୁ ପାଟଣା ମହାରାଣୀ ସଙ୍ଗିତା ସିଂହଦେଓ ନିର୍ବାଚନ ଜିତି ଜିଲ୍ଲାର ପ୍ରତିନିଧିତ୍ବ କରୁଛନ୍ତି। କିଛି ମାସ ତଳେ କେନ୍ଦ୍ର ରେଳବାଇ ମନ୍ତ୍ରୀ ବଲାଙ୍ଗୀର ଗସ୍ତ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ବଙ୍ଗୋମୁଣ୍ଡା  ଗୋଳେଇ ଛକ ରେ ମଧ୍ଯ ଏକ କାର୍ଯ୍ୟକ୍ରମ କରିଥିଲେ। ଏବଂ ଦୁଇ ଦିନ ତଳେ ଓଡ଼ିଶାର ଆକାଂକ୍ଷା ଜିଲ୍ଲା ମାନଙ୍କ ମଧ୍ଯରୁ ଗୋଟିଏ ବଲାଙ୍ଗୀର କୁ କେନ୍ଦ୍ର ମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ହେଲେ ରାଣୀପୁର ଝରିଆଲର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ବିଷୟରେ କିଛି ବି କହିଲେ ନାହିଁ । ଠିକ ଦୁଇଦିନ ପରେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି, ସମ୍ପାଦକ, ନୋମିନୀ ଭଲି ବିଜେପି ଦଳର ଗୁରୁତ୍ବ ବହନ କରୁଥିବା ଦଳୀୟ କର୍ମୀ ରାଣୀପୁର ଝରିଆଲ ରେ

ବିଶ୍ବ ଐତିହ୍ଯ ଦିବସରେ ଐତିହ୍ଯ ସମ୍ପନ୍ନ ଯୋଗିନୀପିଠ ରେ ସ୍ବଛ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ କରି କଣ ସୂଚିତ କରିବା ପାଇଁ ଚାହୁଁଛନ୍ତି ବୋଳି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି କିଛିବର୍ଷ ତଳେ ବର୍ତ୍ତମାନର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏହିପୀଠର ପ୍ରଚାର ପ୍ରସାର ଓ ଉନ୍ନତୀର ଚିନ୍ତା ରଖି ଝରିଆଲ ମହୋତ୍ସବ ଭଳି ଏକ କାର୍ଯ୍ୟକ୍ରମ ଜରିଆରେ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ। ତେବେ ବର୍ତ୍ତମାନ ଲୋକ ସଭା ସଦସ୍ଯା ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ମଧ୍ଯ ବିଜେପିର। ତଥାପି ଖୋଦ ପ୍ରଧାନମନ୍ତ୍ରୀ ଶୁଭ ଉଦଘାଟନ କରିଥିବା କାମ ଆଗେଇ ପାରିନଥିବା ଜିଲ୍ଲା ସ୍ତରର ନେତା ମାନଙ୍କ ଅପାରଗତା କୁ ଦର୍ଶାଉ ନାହିଁ କି ବୋଳି ପ୍ରଶ୍ନ ହେବା ସ୍ବାଭାବିକ। ସେପରି ସମୟରେ ରାଣୀପୁର ଝରିଆଲ ପୀଠରେ ବିଶ୍ବ ଐତିହ୍ଯ ଦିବସ ଅବସରରେ ସ୍ବଛ୍ଛଭାରତ ଅଭିଯାନ କରି ବିଜେପି ଦଳର କର୍ମୀ ଓ ପଦାଧିକାରୀ ଠିକ ୩ ବର୍ଷ ୩ ମାସ ତଳର ଘଟଣାକୁ ଉଦ୍ଜୀବିତ କରି ପୁଣିଥରେ କଣ ସୁଚାଇବାକୁ ଚାହୁଁଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେବା ସ୍ବାଭାବିକ। ଏହାକୁନେଇ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ମୋଦିଜୀ ଉଦଘାଟନ କରିବା ହିଁ ଏକ ବଡକଥା ହେଲେ ମୋଦିଜୀ ନିଜେ କଣ କାମ କରି ଆସିବେ କି, ନା ପ୍ରଶାସନ କରିବ ଆଉ ଏଥିରେ ରାଜ୍ଯ ସରକାରଙ୍କ ବି ଭୁମିକା ଅଛି ତାଙ୍କର ବିଭିନ୍ନ ଏଜେନ୍ସି ଏ ଦିଗରେ କାମ କରନ୍ତି ସେମାନେ ଏ ଦିଗରେ ଆଗଭର ହୋଇ କାମ କରୁ ନ ଥିବାରୁ ଏପରି ସ୍ଥିତି ହୋଇଛି ବୋଳି କହିଥିଲେ। ତେବେ  ସ୍ବଛ୍ଛଭାରତ ଅଭିଯାନ ରେ ଅନ୍ୟମାନଙ୍କ ମଧ୍ଯରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସମ୍ପାଦକ ଅନିଲ ନାଏକ, ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅର୍ଜୁନ ଯାଦବ, ସିନ୍ଧେକେଲା ଜୋନ ଜିଲ୍ଲାପରିଷଦ ସଦସ୍ଯ ଦାମୁ ସୁନା, ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗ, ବିଏଲଏସି ପ୍ରତିନିଧି ଥବିର ବାଗ, ନରସିଂହ ଥନାପତୀ, ରୋହିତ ସାହୁ ,କ୍ଷେତ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   20-Aug-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   20-Aug-2026
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026

You Might Also Like