-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||      ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   (12-May-2026)       ||      ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ    (12-May-2026)       ||      ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    (12-May-2026)       ||      ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ    (12-May-2026)       ||      ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   (12-May-2026)       ||      *ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   (12-May-2026)       ||      କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   (12-May-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   (12-May-2026)       ||      ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   (12-May-2026)       ||      ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   (12-May-2026)       ||      ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   (12-May-2026)       ||      ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   (12-May-2026)       ||      କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   (12-May-2026)       ||      ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି    (12-May-2026)       ||      ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ    (12-May-2026)       ||      ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||      ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   (11-May-2026)       ||     

HOME   ଜିଲ୍ଲା

କୋଶଲୀ  ବାଲ୍ମୀକି ସ୍ବର୍ଗତ ଇନ୍ଦ୍ର ମଣି ସାହୁ ଙ୍କ ଜୟନ୍ତୀ ପାଳିତ 

30-Sep-2020




ପାଟଣାଗଡ଼ ତା ୩୦.୯ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ କବି ଜନ୍ମ ଭୂମି କଲଙ୍ଗାପାଲି ଠାରେ କୋଶଳୀ କବି ସ୍ବର୍ଗତ ଇନ୍ଦ୍ର ମଣି ସାହୁ ଙ୍କ ଜନ୍ମ ଜୟନ୍ତୀ  କୋଭିଡ ନିୟମ ମୁତାବକ ନିରାଡମ୍ବର ଭାବେ  ପାଳିତ ହୋଇଯାଇଛି।  ସଭାପତି ଶ୍ରୀ କାର୍ତ୍ତିକ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ କବି ଙ୍କ ଫୋଟୋ ଚିତ୍ର ରେ ପୂଜାର୍ଚ୍ଚନା ପୁଷ୍ପ ମାଲ୍ୟାର୍ପଣ କରିଯାଇଥଲା ।। ଏଥିରେ ବିଶିଷ୍ଟ କଂଗ୍ରେସ ନେତା ଶ୍ରୀରମେଶ ଚନ୍ଦ୍ର ପୁରୋହିତ ମୂଖ୍ୟ ଅତିଥି , ବିଶିଷ୍ଟ ଚାଷୀ ନେତା ଯତିପଧାନ , ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ , କୋଶଳ ସଂଗ୍ରାମୀ ଅଚ୍ୟୁତ ସିପୁନ ଖମାରି , ବନମାଳୀ ନାଏକ ସମ୍ମାନିତ ଅତିଥି , , ନକୁଳ ସାହୁ , ମୋହନ ସାହୁ ,ବିରସାହୁ ,ପ୍ରିୟ ବ୍ରତ ଚନ୍ଦନ , ସିତାରାମ ମେହେର ଟୁକୁ ପ୍ରିୟ ବ୍ରତ ପଣ୍ଡା , ରାଜକୁମାର ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ କବିଙ୍କ ସ୍ମୃତି ଚାରଣ କରିଥିଲେ ।।‌ ସ୍ବର୍ଗତ କୋଶଳୀ କବି ଙ୍କ ଲିଖିତ ସାତଖଣ୍ଡ କୋଶଳୀ ରାମାୟଣ ମଧ୍ୟରୁ ପ୍ରଥମ ଖଣ୍ଡ ମୁଦ୍ରଣ ହୋଇ ଥିବା ବେଳେ ଆଉ ଛଅ ଖଣ୍ଡ ପାଣ୍ଡୁଲିପି ମୁଦ୍ରଣ ନହୋଇ ରହିଛି। ତାହା କୁ  ମୁଦ୍ରଣ ସକାଶେ ସମସ୍ତଙ୍କ ଆର୍ଥିକ  ସହଯୋଗ ରେ  ମୁଦ୍ରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ବଦ୍ୟଦାନ ବ୍ୟକ୍ତି ବିଶେଷ ଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । କବି ଙ୍କ ଜନ୍ମ ଜୟନ୍ତୀ ଦିନ କୁ ସରକାରୀ ସ୍ତରରେ ପାଳନ କରାଯିବା ଙ୍କୁ  ସରକାର ଙ୍କୁ ଆହ୍ୱାନ କରାଯାଇଥିଲା । ସ୍ବର୍ଗତ କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରାଯିବା କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା  କଢୋ ସାହିତ୍ୟ ପତ୍ରିକା ସମ୍ପାଦକ ତଥା କୋଶଳୀ କବି କ୍ଷିରୋଦ୍ର କୁମାର ସାହୁ ପରିଚାଳନା କରିଥିବା ବେଳେ ମୁଷିକ ବାହାନ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ 


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୋଭନୀୟ ଦେବ କନ୍ୟା ର ବିବାହ   12-May-2026
  ଜିଲ୍ଲା  
ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   12-May-2026
  ଜିଲ୍ଲା  
ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ   12-May-2026
  ଜିଲ୍ଲା  
ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    12-May-2026
  ଜିଲ୍ଲା  
ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ   12-May-2026
  ଜିଲ୍ଲା  
ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   12-May-2026
  ଜିଲ୍ଲା  
*ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   12-May-2026
  ଜିଲ୍ଲା  
କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   12-May-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   12-May-2026
  ରାଜ୍ୟ  
ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   12-May-2026
  ରାଜ୍ୟ  
ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   12-May-2026
  ରାଜ୍ୟ  
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   12-May-2026

You Might Also Like