-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
05-Apr-2022
ଭବନେଶ୍ୱର:ଓଲିଉଡର ଲୋକପ୍ରିୟ ନାୟିକା ତମନ୍ନାଙ୍କୁ ଦର୍ଶକ ଖୁବ୍ଶୀଘ୍ର ଜଣେ ନବାଗତଙ୍କ ସହ ଏକ ସିନେମାରେ ଦେଖିବାକୁ ପାଇବେ । ଏଠାରେ ଯେଉଁ ନବାଗତ ନାୟକଙ୍କ କଥା କୁହାଯାଉଛି, ସେ ହେଲେ ଗୁରୁଦେବ । ନୂଆ ସିନେମା ‘ଡିଅର ଲଭ୍’ରେ ପ୍ରଥମ ଥର ଲାଗି ଗୁରୁଦେବ-ତମନ୍ନା ଯୋଡ଼ି ନଜର ଆସିବେ । ଅଶ୍ବିନୀ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଓ ଡକ୍ଟର ରଜନୀରଂଜନ ଏହାର ସଂଳାପ ଲେଖୁଥିବା ବେଳେ ଜାପାନୀ ଭାଇ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ରିପୋର୍ଟ :ଅମୃତ ନନ୍ଦ