-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
05-Apr-2022
ବରଗଡ଼:-ଅଧ୍ଯାପକ ଟେକଚାନ୍ଦ ଦୁଆନ,ସମ୍ଵଲପୁର ବିଶ୍ଵବିଦ୍ୟାଳୟ ର ନାକ କମିଟୀ ସଦସ୍ୟ ଭାବରେ କୁଳପତି ଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି।ସେ ପୂର୍ବରୁ ମଧ୍ୟ ଜାତୀୟ ସେବା ଯୋଜନା ପରାମର୍ଶ ଦାତା କମିଟି ଓ ରେଗିଂ ନିୟନ୍ତ୍ରଣ କମିଟି ର ସଦସ୍ୟ ରହିଥିଲେ।ସୋହେଲା ମହାବିଦ୍ୟାଳୟ ର ପ୍ରାରମ୍ଭିକ କାଳରେ ଅଧ୍ଯକ୍ଷ ଭାବରେ ରହି କଲେଜ କୁ ଏକ ଆଦର୍ଶ ଅନୁଷ୍ଠାନ ଭାବରେ ଗଢିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି।ସେ ଜଣେ ବିଶିଷ୍ଟ ଶିକ୍ଷାବିତ ତଥା ଉଚ୍ଚକୋଟୀର ବକ୍ତା ଭାବରେ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଏ ନୂତନ ଦାୟିତ୍ୱ ପାଇଁ ବହୁ ବ୍ଯକ୍ତି ଶୁଭେଚ୍ଛା ଜଣାଇଛନ୍ତି।