-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
17-Nov-2020
ସାଲେପୁର, (ସାଲେପୁର ରୁ ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ) ସାଲେପୁର ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ବିଶି ଙ୍କୁ କଟକ ଜିଲ୍ଲା ବିଜେପି ଉପ ସଭାପତି ଶ୍ରୀଯୁକ୍ତ ଉଲ୍ଲାସ ଚନ୍ଦ୍ର ଜେନା ସାଲେପୁର ଥାନା କାର୍ଯ୍ୟାଳୟ ରେ ଭେଟି ସୁଭେଛା ଜଣାଇ ଛନ୍ତି। ଏହି ଅବସରରେ ଆଇ ଆଇ ସି ମହୋଦୟ ସାଲେପୁର ର ଆଇନ ଶୃଙ୍ଖଳା କୁ ନିଅନ୍ତ୍ରଣ ରଖିବା ସହିତ ସାଲେପୁର ସାଧାରଣ ଜନତା ଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ପ୍ରତି ଶୃତି ଦେଇଛନ୍ତି । ଏହି ଆଲୋଚନା ସମୟରେ ଓଡଶା ବ୍ରାହ୍ମଣ ସମିତି ର କୋଷାଧ୍ୟକ୍ଷ ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ର ପ୍ରଦେଶ ସଚିବ ପଣ୍ଡିତ ଶ୍ରୀ ଦୀପକ କୁମାର ଷଡଙ୍ଗୀ ଉପସ୍ଥିତ ଥିଲେ।