-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ମହିଳା ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ନାଗରିକ କମିଟୀ / + ୨ ମହିଳା କଲେଜ ବନ୍ଦ ହୋଇଯିବ !

23-Mar-2022



ବଲାଙ୍ଗିର(ପ୍ରେରଣା ଖବର)-ପଶ୍ଚିମ ଓଡିଶାର ବଲାଙ୍ଗିର ମହିଳା ମହାବିଦ୍ୟାଳୟ ବଲାଙ୍ଗିରର ଏକ ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । କିନ୍ତୁ ବର୍ତ୍ତମାନ ଏହି କଲେଜର କଳା ଓ ବିଜ୍ଞାନର ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ଶ୍ରେଣୀ ଗୃହ ଅଛି କିନ୍ତୁ ଶିକ୍ଷକ କିମ୍ବା କମର୍ଚାରୀ ପଦବୀ ଖାଲି ପଡିଛି । ଛାତ୍ରୀ ମାନେ ପାଠ ନ ପଢି କଲେଜ ପ୍ରାଙ୍ଗଣରେ ଏଣେତେଣେ ବୁଲିବାର ଦେଖା ଯାଉଛି । ୨୦୧୫ ବଷର୍ର ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ପାଇଁ ସରକାରଙ୍କ ଚିଠି ସଂଖ୍ୟା ୧୨୩୨୮/ଏଚ୍‌ଇ ତା.୦୯.୦୬.୨୦୧୫ ରେ ଅନୁମତିପ୍ରାପ୍ତ ହୋଇଥିଲା । ସରକାରଙ୍କ ଅନୁମତି ପତ୍ରର ପ୍ରଥମ ବର୍ଷ ଅତିଥି ଅଧ୍ୟାପକ ସହଯୋଗରେ ପାଠ ପଢିବା ପାଇଁ ଉଲ୍ଲେଖ କରାଯାଇଥିଲା । ସେଥିପାଇଁ ୨୦୧୫ ରେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀମାନଙ୍କୁ ପ୍ରବେଶ କରାଇ କୌଣସି ପ୍ରକାରରେ ପାଠ ମଧ୍ୟ ଆରମ୍ଭ କରାଯାଇଥିଲା । ପରିତାପର ବିଷୟ ଯେ ସରକାର ବେଟି ବଚାଓ, ବେଟି ପଢାଓ ନାରା ଦେଉଥିବା ସମୟରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଘଟିଛି । ବିଜ୍ଞାନ ମହାବିଦ୍ୟାଳୟ ଖୋଲିବାର ୭ ବର୍ଷ ଭିତରେ ଗୋଟିଏ ମଧ୍ୟ ଅଧ୍ୟାପକ କିମ୍ବା ଅଧ୍ୟାପିକା ନିଯୁକ୍ତି ହୋଇନାହାନ୍ତି ।   ପରୀକ୍ଷାଗାର ଏସିଷ୍ଟାଣ୍ଡ କିମ୍ବା ଅଣଶିକ୍ଷକ ପଦ ମଧ୍ୟ ସମ୍ପୁର୍ଣ୍ଣ ଖାଲି ପଡିଛି । ମୋଟାମୋଟି ହିସାବରେ + ୨ ବିଜ୍ଞାନରେ ୭ ବର୍ଷ ହେଲା ଗୋଟିଏ ମଧ୍ୟ ଶିକ୍ଷକ ବା ଅଣଶିକ୍ଷକ ନିଯୁକ୍ତି ହୋଇ ନାହାନ୍ତି । ସେହିପରି ଯୁକ୍ତ ଦୁଇ କଲେଜ ମୋଟ ୧୩ଟି ଅଧ୍ୟାପକ ପଦରୁ ୧୦ଜଣ ଅଛନ୍ତି କିନ୍ତୁ ସରକାରଙ୍କ ଚିଠି ନଂ.୮୪୧୪/୨୮.୦୨.୨୦୨୨ ଅନୁସlରେ ଶିକ୍ଷକମାନଙ୍କୁ ଯୁକ୍ତ ୩ ର ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଆସିଛି । ଅର୍ଥାତ ଯୁକ୍ତ ଦୁଇ କଲେଜ କିପରି ପାଠପଢା ହେବ ତାହା ଏ ପର୍ଯ୍ୟନ୍ତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୁକ୍ତ ୩ ରେ ୨୩ଟି ଅଧ୍ୟାପକ ରୁ ମାତ୍ର ୮ଜଣ ଅଛନ୍ତି, ୧୫ଟି ଅଧ୍ୟାପକ ପଦବୀ ଖାଲି ଅଛି । ଦୁଃଖର ବିଷୟ ମହିଳା କଲେଜର ଛାତ୍ରୀ ମାନେ ପ୍ରାୟ ଗୃହ ବିଜ୍ଞାନ ବିଷୟ ଅଧ୍ୟୟନ କରିଥାନ୍ତି କିନ୍ତୁ ଏ ବାବଦରେ ଜଣେ ମଧ୍ୟ ଅଧ୍ୟାପିକା ନାହାନ୍ତି । ଅବଶ୍ୟ ବର୍ତ୍ତମାନ ଯୁକ୍ତ ଦୁଇ ର ଶିକ୍ଷକ ମାନେ ଯୁକ୍ତ ୩ ରେ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଅଛି । ଏପରି ଶୋଚନୀୟ ଅବସ୍ଥlରେ ଅଧ୍ୟକ୍ଷଙ୍କ ପାଖକୁ ଫାଇଲ୍ ଟିଏ ମଧ୍ୟ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି । କାରଣ ଅଣଶିକ୍ଷକ ପଦବୀ ୩୫ଟି ଥିବା ସମୟରେ ବର୍ତ୍ତମାନ କେବଳ ଗୋଟିଏ କିରାଣୀ ସହ ତିନି ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ଏଠାରେ ଲାଇବ୍ରେରୀ ର ନ କହିବା ଭଲ । ଅତିଶୀଘ୍ର କୌଣସି କମର୍ଚାରୀ ନିଯୁକ୍ତି ନ ହେଲେ ଲାଇବ୍ରେରୀ ହଲ୍ ରେ ତାଲା ପଡିଯିବ । 

    ଏଥିପାଇଁ ନାଗରିକ କମିଟିର ଏକ ଉଚ୍ଚସ୍ତରୀୟ ସବ୍ କମିଟିରେ ଥିବା ଚାରି ଜଣ ପୂବର୍ତନ ମହାବିଦ୍ୟାଳୟର ଅଧ୍ୟକ୍ଷ ଯଥା ଡା. ଅଭିମନ୍ୟୁ ମିଶ୍ର, ଡା. ସତ୍ୟବନ୍ତ ବେଦବାକ, ପ୍ରଫେସର ଶେୁଭନ୍ଦ୍ର ତ୍ରିପାଠୀ , ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହ ଅlବାହକ ବିମଳ କୁମାର ଚୋପଦାର ଓ ସହ-ସଂପାଦକ ଡା. ଚକ୍ରପାଣି ଦାଶ ପ୍ରତିନିଧି ଦଳର ନେତୃତ୍ୱରେ କଲେଜ ପରିଦଶର୍ନ କରି ଭାରlପ୍ରାପ୍ତ ଅଧ୍ୟକ୍ଷ ମନୋରଂଜନ ମିଶ୍ର ଓ ଅନ୍ୟ କମର୍ଚାରୀମାନଙ୍କ ସହ ସାକ୍ଷାତ କରିଥିଲେ । ଏହି ମହିଳା କଲେଜ ର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଉପେର ଉଦବେ‌ବଗ ପ୍ରକାଶ କରି ନାଗରିକ କମିଟୀର ସଭାପତି ବେଲାରସିଂ ଭୋଇ ଓ ସାଧାରଣ ସଂପାଦକ ମନରଂଜନ ସାହୁ ଏହି ସମସ୍ୟାର ସମାଧାନ ପାଇଁ ସଂପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ବିହିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026

You Might Also Like